
ବାଲିଗୁଡା,୯/୧୦ { ଜ଼ିଲ୍ଲା ଖବର } : ଭାରତୀୟ ସୁନ୍ଦରୀ ପ୍ରତିଯୋଗିତାରେ ସ୍ଥାନ ପାଇଛନ୍ତି କନ୍ଧମାଳ ଜିଲ୍ଲାର ମେଲିସା ନାୟକ। ମେଲିସାଙ୍କ ଘର ରାଇକିଆ ବ୍ଲକର ଗୁନ୍ଧାଣି ଗାଁରେ। ବ୍ରହ୍ମପୁର ଖଲିକୋଟ କଲେଜରେ ବିଏସି କମ୍ପୁଟର ସାଇନ୍ସ ଦ୍ଵିତୀୟ ବର୍ଷରେ ପାଠ ପଢୁଛନ୍ତି। ଚଳିତ ବର୍ଷ ଆୟୋଜିତ ହେବାକୁ ଥିବା ମିସ ଟିନ ଡିଭା 2020 ପ୍ରତିଯୋଗିତାରେ ଓଡିଶାରୁ ସେ ସ୍ଥାନ ପାଇଛନ୍ତି।
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



