
ଜଟଣୀ,୮/୧୦(ଜିଲ୍ଲା ଖବର) : ଖୋର୍ଦ୍ଧାଜିଲା ସଂସ୍କୃତଭାରତୀ ଉକ୍ରଳ ପକ୍ଷରୁ ଶ୍ରୀ ସାମୀଚିଦାନନ୍ଦ ସଂସ୍କୃତ ସାପ୍ତାହିକ ସମ୍ମଳନୀ ଆୟୋଜିତ ହୋଇଯାଇଛି । ସଂସ୍କୃତଭାରତୀ ଜନସମାଜରେ ସଂସ୍କୃତଭାଷାକୁ ଜନଭାଷା ଏବଂ ସାଧାରଣଭାଷା ସହିତ ଶିକ୍ଷାଗତପାଧ୍ୟ କ୍ରମରେ ସଂଯୋଗ କରିବାକୁ ବକ୍ତାମାନେ କହିଥିଲେ । ଏଥି ସହିତ ସମାର୍ଷଣ ବର୍ଗ,କାଳକେନ୍ଦ୍ର ଭାଷା,ବୋଧନୀବର୍ଗ ଇତ୍ୟାଦିରେ ସଂସ୍କୃତ ଭାଷାର କାର୍ଯ୍ୟାରମ୍ଭ ହୋଇସାରିଛି । ଏହି କ୍ରମରେ ସାପ୍ତାହିକ କାର୍ଯ୍ୟକ୍ରମ କେବଳ ଗୋଟିଏ ଦିନରେ କରାଯିବ ଯେଉଁଥିରେ ଗୋଟିଏ ଦିନ,ଗୋଟିଏ ସ୍ଥାନ ଏବଂ ନିର୍ଦ୍ଦିଷ୍ଟ ସମୟ ସହିତ ଏଥିରେ କେବଳ ନିର୍ଦ୍ଦିଷ୍ଟ ସଂସ୍କୃତ ଅନୁରାଗୀ ବ୍ୟକ୍ତବିଶେଷମାନେ ଯୋଗଦେବେ ସେ ହେଉଛି ଏହି ସମ୍ମଳନୀର ମୂଳଲକ୍ଷ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅମରଜ୍ୟୋତି ପଟ୍ଟନାୟକ ସରସତୀବନ୍ଦନା କରିଥିବା ବେଳେ , ଅଙ୍କୁର ପ୍ରଧାନ ୟମର,ବିଜୟ କୁମାର ପଟ୍ଟନାୟକ ପଚାଙ୍ଗ ଗଠନ ଓ କଥା କଥନ କରିଥିଲେ । ସେହିପରି ରକ୍ତ କୁମାର ଦାସ ଶାଚିମନ୍ତ କରିଥିବା ବେଳେ ବିଷ୍ଣୁପ୍ରିୟା ପଟ୍ଟନାୟକ ଶୁଭାସିତ ଓ ସର୍ଣଲତା ଜେନା ସଂସ୍କୃତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରବେଶ କୁମାର ଷଡଙ୍ଗୀ,ବ୍ରହ୍ମାନନ୍ଦ.ଏମ କମଳା କର ପ୍ରମୁଖ ଐକମନ୍ତ୍ର ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
କେବଳ ଗୋଟିଏ ଦିନରେ କରାଯିବ ଯେଉଁଥିରେ ଗୋଟିଏ ଦିନ,ଗୋଟିଏ ସ୍ଥାନ ଏବଂ ନିର୍ଦ୍ଦିଷ୍ଟ ସମୟ ସହିତ ଏଥିରେ କେବଳ ନିର୍ଦ୍ଦିଷ୍ଟ ସଂସ୍କୃତ ଅନୁରାଗୀ ବ୍ୟକ୍ତବିଶେଷମାନେ ଯୋଗଦେବେ ସେ ହେଉଛି ଏହି ସମ୍ମଳନୀର ମୂଳଲକ୍ଷ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମରେ ଅମରଜ୍ୟୋତି ପଟ୍ଟନାୟକ ସରସତୀବନ୍ଦନା କରିଥିବା ବେଳେ , ଅଙ୍କୁର ପ୍ରଧାନ ୟମର,ବିଜୟ କୁମାର ପଟ୍ଟନାୟକ ପଚାଙ୍ଗ ଗଠନ ଓ କଥା କଥନ କରିଥିଲେ । ସେହିପରି ରକ୍ତ କୁମାର ଦାସ ଶାଚିମନ୍ତ କରିଥିବା ବେଳେ ବିଷ୍ଣୁପ୍ରିୟା ପଟ୍ଟନାୟକ ଶୁଭାସିତ ଓ ସର୍ଣଲତା ଜେନା ସଂସ୍କୃତ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପ୍ରବେଶ କୁମାର ଷଡଙ୍ଗୀ,ବ୍ରହ୍ମାନନ୍ଦ.ଏମ କମଳା କର ପ୍ରମୁଖ ଐକମନ୍ତ୍ର ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ ସଞ୍ଜୀବ କୁମାର ।



