Monday, November 16, 2026
Home ଆଞ୍ଚଳିକ ବରିଷ୍ଠ ରାଜସ୍ବ ସହାୟକଙ୍କ ପ୍ଲାଜ୍‌ମା ଦାନ

ବରିଷ୍ଠ ରାଜସ୍ବ ସହାୟକଙ୍କ ପ୍ଲାଜ୍‌ମା ଦାନ

12

ଆସିକା ୬/୧୦(ଜିଲ୍ଲା ଖବର) : କବିସୂର୍ଯ୍ୟନଗର ବ୍ଲକ୍ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ ସହାୟକ କିରଣ କୁମାର ପାଢ଼ୀ ପ୍ଲାଜ୍‌ମା ଦାନ କରିଛନ୍ତି । ସେ ଗତ ଜୁଲାଇ ମାସରେ କରୋନା ସଂକ୍ରମିତ ହୋଇ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । କବିସୂର୍ଯ୍ୟନଗର ବିଡିଓ ବାସୁଦେବ ନାୟକ ଓ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗଙ୍କ ପ୍ରୋତ୍ସାହନରେ ସେ କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍ କଲେଜରେ ପ୍ଲାଜମା ବ୍ୟାଙ୍କକୁ ଯାଇ ସ୍ଵଇଚ୍ଛାରେ ପୂଜୁମା ଦାନ କରିଛନ୍ତି । ଏହି ପୂଜୁମା ଜଣଙ୍କ ଜୀବନ ରକ୍ଷା କରିପାରିଲେ ତାଙ୍କ
ଜୀବନ ସାର୍ଥକ ହୋଇପାରିବ ବୋଲି ସେ କହିଛନ୍ତି ।