Sunday, October 11, 2026
Home ଆଞ୍ଚଳିକ କନ୍ଧମାଳ ର କୁଟିକିଆ ଠାରେ ନୃତ୍ୟ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ କୋରାନl ସଚେତନl

କନ୍ଧମାଳ ର କୁଟିକିଆ ଠାରେ ନୃତ୍ୟ ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ କୋରାନl ସଚେତନl

165

ବାଲିଗୁଡ଼ା,୨/୧୦ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଦୁର୍ଗମ ପଞ୍ଚାୟତ କୁଟୀକିଆ ଗ୍ରାମ ଠାରେ ବାରଖମl ସ୍ଥିତ ଜୀବନ ଜ୍ୟୋତି କଳା ପରିଷଦ ପକ୍ଷରୁ କୋରୋନl ଭୁତାଣୁ ସମ୍ପକିର୍ତ ବିଭନ୍ନ ପୋଷ୍ଟର ଧରୀ ନୃତ୍ୟ ପରିବେଷଣ କରି ସଚେତନ କରିଥିଲେ l ଏହା ସହ ଗ୍ରାମରେ ଥିବା ଅସହାୟ ବୃଦ୍ଧ ବୃଦ୍ଧା କୁ ମାସ୍କ, ସାନିଟlଇଜର ବଣ୍ଟନ କରାଯାଇଥିଲା l ପରିଷ୍କାରରେ ହାତ ନିୟମିତ ଧୋଇବା ସହ ମୁହଁ ରେ ମାସ୍କ ପରିଧାନ କଲେ କରୋନା ସଂକ୍ରମଣ ଦୂରେଇ ରହିବ ବୋଲି ଗ୍ରାମବାସୀଙ୍କୁ ବୁଝାଇଥିଲେ l ଏହି କାର୍ଯ୍ୟକ୍ରମରେ କଳା ପରିଷଦ ସଭାପତି ରଜନୀ କାନ୍ତ ଦିଗାଲ, ସମ୍ପାଦକ ପରମାନନ୍ଦ ନାୟକ, କୋଷାଧକ୍ଷ ଖ୍ରୀଷ୍ଟଦାସ ଦିଗାଲ, ଉପଦେଷ୍ଟା ଲକ୍ଷ୍ମି ନାରାୟଣ ଦଣ୍ଡିଆ, ଦିଗସନ୍ ନାୟକ, ସତ୍ୟଜିତ ଦିଗାଲ, ପ୍ରିନ୍ସ କୁମାର ନାୟକ, ସୁରେନ୍ଦ୍ର ମଲିକ, ଜୟସି ମଲିକ ଓ ପରିଷଦର ସମସ୍ତ ସଦସ୍ୟ ସାମିଲ୍ ହୋଇଥିଲେ I

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।