
ବାଲିଗୁଡା,୨/୧୦ { ଜ଼ିଲ୍ଲା ଖବର } : କନ୍ଧମାଳ ଜିଲ୍ଲା ରେ କରୋନା ମହାମାରୀ କୁ ଆଖି ଆଗରେ ରଖୀ କୋଭିଡ ନିୟମ କୁ ପାଳନ କରି ମୁହଁରେ ମାସ୍କ ପରିଧାନ କରି ଦୂରତ୍ୱ ବଜାୟ ରଖୀ PWD ଛକ ଠାରେ ଥିବା ଜାତିର ପିତା ମହାତ୍ମା ଗାନ୍ଧି ଙ୍କ ପ୍ରତି ମୂର୍ତ୍ତି ଉପରେ ବାଲିଗୁଡା ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଦୀପ ପ୍ରଜ୍ବଳନ କରି ପୁଷ୍ପମାଲ୍ୟ ଅର୍ପଣ କରି ଗାନ୍ଧୀଜୟନ୍ତୀ ପାଳନ କରିଥିଲେ ଓ SDIPRO ମଧ୍ୟ ଉପସ୍ଥିତ ଥିଲେ |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।



