
କେଉଁଝର,୧/୧୦(ଜିଲ୍ଲା ଖବର) : ଦେଶର ଝିଅ ମନୀଷା ବାଲ୍ମୀକିକୁ ନ୍ୟାୟ ଦେବା ପାଇଁ ପବ୍ଲିକରାଇଟ୍ସଆସୋଶୋସିଆନପକ୍ଷରୁଶୋକସଭା ଓକେଣ୍ଡାଲଶୋଭାଯାତ୍ରାପାଳନକରାଯାଇଛିlଏହିକେଣ୍ଡାଲଶୋଭାଯାତ୍ରାରେକେଉଁଝରଜିଲ୍ଲାବରବିଲପବ୍ଲିକରାଇଟ୍ସଆସୋଶୋସିଆନରକେଉଁଝରଜିଲ୍ଲାସଭାପତିଅଭିଷେଖଗୁପ୍ତା,କେଉଁଝର ଜିଲ୍ଲା ଉମେନ୍ସ ବିଙ୍ଗର ସଭାନେତ୍ରୀ ଗୁଡ଼ିୟା ଶର୍ମା, ଉମେନ୍ସ ବିଙ୍ଗର ଉପସଭାନେତ୍ରୀ ପ୍ରୀତି ଶ୍ରୀନିବାସ୍ତବ, ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ନାଗର୍ଜୁନ କୁମାର, ଜିଲ୍ଲା ଯୁବ ସଭାପତି ସୁବୋଧ ମହାନ୍ତି, ଖୁସୁବୁ ସାହୁ, ଇନ୍ଦୁ ସିଂ, ଅଞ୍ଜଳି ସିଂ, ଗଣେଶ ପାତ୍ର ପ୍ରମୁଖ ଉପସ୍ଥିତ ରହି ଦେଶର ଆଉ ଗୋଟେ ନିର୍ଭୟା ମନୀଷା ବାଲ୍ମୀକିକୁ ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତ ମାନଙ୍କୁ ଯଥା ଶୀଘ୍ର ଫାଶୀ ଦିଆ ଯାଉ ବୋଲି ଦାବି କରିଛନ୍ତି l




