Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୃହ ଟିକସର ଶୁଭାରମ୍ଭ

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୃହ ଟିକସର ଶୁଭାରମ୍ଭ

119

ବାଲିଗୁଡା,୧/୧୦ {ଜ଼ିଲ୍ଲା ଖବର} : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଗୃହ ଟିକସର ଶୁଭାରମ୍ଭ ଗତକାଲି ହୋଇଯାଇଛି | ଏହକୁ ଶୁଭାରମ୍ଭ କରିଛନ୍ତି ବାଲିଗୁଡ଼ା ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ,ଏକ୍ସିସ ବ୍ୟାଙ୍କ ଶାଖା ପରିଚାଳକ ଦୀପକ ଦାସ, ଓ ଜିଲ୍ଲା ସଂଯୋଜିକା ଲିନା ଦାସ, ଉପସ୍ଥିତିରେ ଏମପିଓଏସ ମେସିନ ଶୁଭାରମ୍ଭ କରାଯାଇଛି ପ୍ରଥମ କରି ଏନଏସି ଅଧକ୍ଷଙ୍କ ଠାରୁ ପ୍ରଥମେ ଗୃହ ଟିକସ ଆଦାୟ କରାଯାଇଥିଲା | ଘରର ମୋଟ ଆକଳନ କରାଯାଇ ବାର୍ଷିକ ଟିକସ ଆଦାୟ କରାଯିବ ବୋଲି କହିଛନ୍ତି ଅଧ୍ୟକ୍ଷ ଏହି କାର୍ଯ୍ୟକ୍ରମକୁ ମୁକେଶ ରଞ୍ଜନ ନାୟକ ପରିଚାଳନା କରିଥିଲେ |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ