
ବାଲିଗୁଡା,୨୪/୯(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବିଜେଡ଼ି ଯୁବ ସଭାପତି ବିଷ୍ଣୁ ଚରଣ ମଳିକ ନବ ନିର୍ବାଚିତ ହେବା ପରେ ଆଜି ଫୁଲବାଣୀ ବିଧାୟକ ଶ୍ରୀ ଅଙ୍ଗଦ କହଁର ଓ କନ୍ଧମାଳ ଜିଲ୍ଲା tvପରିଷଦ ଅଧକ୍ଷା ଶ୍ରୀମତୀ ଆଙ୍କାକ୍ଷା ପ୍ରଧାନ ଓ ଅନାନ୍ୟା କର୍ମଚାରୀ ଙ୍କ ଉପସ୍ଥିତି ରେ କୋଭିଡ ନିୟମ କୁ ପାଳନ କରି ସଭାପତିଙ୍କୁ ଫୁଲବାଣୀ ର ମୁନିସିପାଲିଟି ଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜଣେଇଛନ୍ତି |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ


