Monday, October 12, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ନୂତନ ପେଟ୍ରୋଲ ଟାଙ୍କି ଉଦଘାଟିତ

କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ନୂତନ ପେଟ୍ରୋଲ ଟାଙ୍କି ଉଦଘାଟିତ

86

ବାଲିଗୁଡା,୨୨/୯ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ର ରାଇକିଆ ଠାରେ ନୂତନ ପେଟ୍ରୋଲ ଟାଙ୍କି କିଛି ଦିନ ତଳେ ଉଦଘାଟିତ ହୋଇଯାଇଛି | ଲୋକଙ୍କୁ ପେଟ୍ରୋଲ ପକାଇ ବାକୁ ବାଲିଗୁଡା କିମ୍ବା ଭଞ୍ଜନଗର ଉପରେ ନିର୍ଭର କରିବା କୁ ପଡୁଥିଲା | ଗତ କିଛିଦିନ ତଳେ ରାଇକିଆ ଠାରେ ନୂତନ ଭାବେ ପେଟ୍ରୋଲ ଟାଙ୍କି ହୋଇଥିବା ରୁ ଏହି ଅଞ୍ଚଳ ବାସିଙ୍କ ମନରେ ନୂତନ ଆଶା ଓ ଉଛାହ ଦେଖିବାକୁ ମିଳିଛି |

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।