Home ଆଞ୍ଚଳିକ ବକେୟା ଅର୍ଥ ଦାବିକରି ପୌରକର୍ମଚାରୀଙ୍କ କାର୍ଯ୍ୟାଳୟରେ ,ଆମରଣ ଅନଶନ ଇଛାମୃତ୍ୟୁ ଆବେଦନ

ବକେୟା ଅର୍ଥ ଦାବିକରି ପୌରକର୍ମଚାରୀଙ୍କ କାର୍ଯ୍ୟାଳୟରେ ,ଆମରଣ ଅନଶନ ଇଛାମୃତ୍ୟୁ ଆବେଦନ

28

ଜଟଣୀ୨୧/୯(ଜିଲ୍ଲା ଖବର) : ଜଟଣୀ ପୌରପରିଷଦ ସହରରେ କେବଳ ସେବା ଯୋଗାଇବାରେ ବିଫଳ ହୋଇନି । ବରଂ ସେଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସେମାନଙ୍କର ବକେୟା ଅର୍ଥ ଓ ପାରିଶ୍ରମିକ ଅର୍ଥ ଦେବାରେ ଅବହେଳା ନେଇ ବାରସ୍କାର ଅଭିଯୋଗ ହୋଇ ଆସୁଛି । ଏହିପରି ଜଟଣୀ ପୌରପରିଷଦ କାର୍ଯ୍ୟରତ ଜଣେ ଫାର୍ମାଶିଷ୍ଟ ବକେୟା ଅର୍ଥ ପାଇବା ଲାଗି ସୋମବାର ପୁର୍ବାହ୍ନରେ କାର୍ଯ୍ୟାଳୟ ସମୁଖରେ ଆମରଣ ଅନସନ କରିବା ସହିତ ଇଛାମୃତ୍ୟୁ ଆବେଦନ କରିଛନ୍ତି ସୁଚନାନୁସାରେ, କଟଣୀ ପୌରପରିଷଦରେ ୧୯୮୮ ମସିହାରେ ବିଷ୍ଣୁ ପ୍ରସାଦ ମିଶ୍ର ଫାର୍ମାଶିଷ୍ଟଭାବେ ଯୋଗଦେଇଥିଲେ । ମାତ୍ର ଏହାର ଦିର୍ଘ ବର୍ଷପରେ ପୌରପରିଷଦର ହସ୍ପିଟାଲରେ ଡାକ୍ତରଙ୍କ ଅବସରପରେ ଡାକ୍ତରଖାନାଟି ବନ୍ଦ ହୋଇଯାଇଥିଲା । ତେଣୁ ଫାର୍ମାଶିଷ୍ଟ ବିଷ୍ଣୁଙ୍କୁ ପୌରପରିଷଦରେ ଅନ୍ୟଏକ ପଦବିରେ ନିୟୋଜିତ କରାଯାଇଥିଲା । ଏଥିରେ ବିଷ୍ଣୁ ଅହେରଫେର କରିବାନେଇ ୨୦୧୪ ମସିହା ମେ ମାସ ୨୩ ତାରିଖରୁ ୨୦୧୭ ମସିହା ମାର୍ଚ ମାସ ୧୪ ତାରିଖ ପର୍ଯ୍ୟନ୍ତ ଜାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣାର ସମାଧାନ କରାଯାଇ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ମାର୍ଚ୍ଚ ୧୫ ତାରିଖରେ ପୁନଃ କାର୍ଯ୍ୟରେ ଯୋଗଦେଇଥିଲେ । କାର୍ଯ୍ୟରେ ଯୋଗଦେବାପରେ ଏତି ମଧ୍ୟରେ ବାରମ୍ବାର ବିଭିନ୍ନ ବିଭାଗରେ ଇଛା ବିରୋଧରେ କାର୍ଯ୍ୟରେ ନିୟୋଜିତ କରାଯାଉଥିଲା ବୋଲି କହିଥିଲେ ବିଷ୍ଣୁ । ଏପରିକି ପୌରନିର୍ବାଦ୍ ଶ୍ରୀ ତପନ କୁମାର ମଡ଼ାପାତ୍ର ୨୦୧୯ ମସିହା ଅଗଷ୍ଟ ୨୯ ତାରିଖରେ ଏସବିଏମ ଏବଂ ପରିମଳ ବିଭାଗରେ କାର୍ଯ୍ୟକରିବାକୁ ଅନୁମତି ଦେଇ ଏହାର ୯ଦିନ ମରେ ଏଥିରୁ ମୋତେ ଦିଦାୟ କରିଦେଲେ । ପରିମଳ ଦାୟିତ୍ବରେ ରହି ସହରକୁ ଅଛତା ପରିମଳର ସହର ଗଠନକରି ପୁରସ୍କୃତ ହୋଇଥିଲେ । ହେଲେ କେଉଁ ଉଦ୍ଦେଶ୍ୟରେ ମୋତେ ଏହି ବିଭାଗରୁ ବିତାଡ଼ିତ କରାଗଲା, ତାହା ମୋତେ ଜଣାଇଦିଆଗଲା ନାହିଁ । ନିଭଳି ସହାବିପତି ବେଳେ ଯୋରଜାର୍ଯ୍ୟାଳୟର ସମସ୍ତ ଅଧିକାରୀଜଉନି ଅନେକ ଗୁରୁ ଦାୟିତ୍ବ ତୁଲାଇ ଆସୁଥିଲା ବେଳେ ୨୦୨୦ ଏପ୍ରିଲ ମାସରେ ଆରମ୍ଭ ହୋଇଥିବା ମହାମାରୀ କରୋନା ସମୟରେ ସଫଳତାର ସହ କାର୍ଯ୍ୟ କରିଆସିଛି । ହେଲେ ବାରମ୍ବାର ଜାକି ମୋତେ ବିରାଗରୁ ବିତାଡିତ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ଫଳରେ ମୋର ମାନସିକ ଓ ଶାରିରୀକ ଦୁଶ୍ଚିନ୍ତା ବଢିଚାଲିଛି । କାରଣ ପରିବାରରେ ମୋର ସାନଝିଅ ଚଳିତମାସ ୧୨ ତାରିଖରୁ ଜୋଭୋନା ଆକ୍ରାନ୍ତ ହୋଇଥିବା ବେଳେ ମୋର 4 ୨୦୦୬ ମସିହାଠାରୁ ଏକ ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ଶସାୟୀ ହୋଇ ରହିଛି । ଏମାନଙ୍କ ପାଇଁ ମୋର ପ୍ରଚୁର ଅର୍ଥର ଆବଶ୍ୟକତା ରହିଥିବା ବେଳେ ମୋର ବକେୟା ଅର୍ଥ ମୋତେ ପ୍ରଦାନ କରାଯାଉନାହିଁ । ତେବେ ଏନେଇ ପୌରନିର୍ବାହୀଙ୍କୁ ବାରସ୍କାର ଏସିପି ଓ ଆରସିପି ବାବଦରେ ଜଣାଇଥିଲା ବେଳେ ବିଭିନ୍ନ ଆଳ ଦେଖାଇ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ବିଷ୍ଣୁ । ଆଥିକ ବର୍ଷର ଷଷ୍ଠ ଓ ୭ମ ବେତନ କମିଶନ ବାବଦରେ ଆବେଦନ କରିବା ସହ ଅଭିଯୋଗ ଜଣାଇବାପରେ ପୌରପରିଷଦର ଆତମିନିଷ୍ଟ୍ରେଟର ଅଫିସର ଗତମାସ ୩୧ ତାରିଖରେ ଫାଇଲକୁ ଅନୁମୋଦନ କରି ବିଲକ୍ଳର୍କ ନିକଟକୁ ପଠାଇଥିଲେ । ହେଲେ ପୌରନିର୍ବାହୀ ମୋର ବିଲ ଆସିନାହିଁ ବୋଲି କୟିଲେ । ତେଣୁ ମୋତେ ବାରସ୍କାର ବିଭିନ୍ନ କ୍ଷେତ୍ରରେ ମାନସିକ ଚାପ ଏବଂ ପ୍ରତାରଣା କରାଯାଉଥିବା ବି ଅଭିଯୋଗରେ କହିଛନ୍ତି । ଯଦି ମୋ ପରିବାରରେ ଅନେକ ସମସ୍ୟାଥାଇ ମୁଁ ମୋ ପରିବାରକୁ ସୁରକ୍ଷା ଦେଇନପାରିଲି ତେବେ ମୁଁ ବବାର କୌଣସି କାରଣ ନାହିଁ ବୋଲି ଦର୍ଶାଇ ଏକ ଲିଖିତ ଅଭିଯୋଗ କରିଛନ୍ତି । ମୋତେ ମୋ ପ୍ରାପ୍ୟ ଦିଆଯାଉ ନଚେତ ମୋତେ ଇଛାମୃତ୍ୟୁ ପାଇଁ ଅନୁମୋଦନ ଦିଆଯାଉବୋଲି ଏଜ ଲିଖିତ ଦାବିପତ୍ର ସବକଲେକ୍ଟର ଭୁବନେଶ୍ୱର, ଆତମିନିଷ୍ଟ୍ରେଟର ଜଟଣୀ ମ୍ୟୁନିସିପାଲିଟି, ପୌରନିର୍ବାହୀ ଜଟଣୀ, ଏଚଆରୟୁତି ତିପାଟଫେଟ ଭୂବନେଶ୍ବର, ଡିସିପି ଭୂବନେଶ୍ୱର କମିଶନରେଟ ପୁଲିସ, ଜଟଣୀଥାନା ଆଇଆଇସି, ବିଧାୟକ ଜଟଣୀପ୍ରକ୍ତତିଙ୍କୁ ପ୍ରଦାନ କରିଛନ୍ତି । ତେବେ ଏନେଇ ପୌରନିର୍ବାହୀ ତପନ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କୁହନ୍ତୁ, ଆମରଣ ଅନଶନରେ ବସିଥିବା ଫାର୍ମାଶିଷ୍ଟ ବିଷ୍ଣୁ ମିଶ୍ରଙ୍କ ବିରୋଧରେ ଅର୍ଥ ତୋଷାରପାତ ଅଭିଯୋଗରେ ଭିଜିଲାନ ତଦନ୍ତରେ ରହିଛି । ଅନ୍ୟପକ୍ଷରେ ସେ ଯେଉଁ ଏରିଅର ଟଙ୍କା ମାଗିଛନ୍ତି ତାତ୍ମାର ଅନୁମୋଦନ ଦାୟିତ୍ବ ଲୋକାଣ୍ଡର ରହିଛି । ଯେହେତୁ ତାଙ୍କ ବିରୋଧରେ ଅତିଟ ବଳବତର ରହିଛି ତେଣୁ ଅର୍ଥ ଅନୁମୋଦନ ହୋଇପାରୁନଥିବା ଆଶଙ୍କା କରାଯାଉଛି । ଅନ୍ୟ ପକ୍ଷରେ ବିଷ୍ଣୁଙ୍କୁ ଯେଉଁ ପଦବୀରେ ପଦୋନ୍ନତି ଦିଆଯାଇଥିଲା ସେ ପଦବୀ ଏଠାରେ ନାହିଁ । ଯେଉଁ ଦାୟିତ୍ବ ଦିଆଯାଉଥିଲା ସେଥିରେ ସେ କେଳେଙ୍କାରୀ କରୁଥିବା ବାରସାର ଦୃଷ୍ଟିକୁ ଆସିଛି । ଆକାଉଁଟରେ ରହିବାପରେ ଠିକାଦାରଙ୍କୁ ଲାଟ ମାଗିବା ଇତ୍ୟାଦି ଅଭିଯୋଗ ମୋ ନିକଟକୁ ବାରମ୍ବାର ଆସିଥିଲା ତେଣୁ ମୁଁ ବାଧ୍ୟ ହୋଇ ଦାୟିତ୍ବ ଛାଡିବାକୁ କହିଥିଲି । ସୁଚନାଯେ, ଆମରଣ ଅନସନରେ ବସିଥିବା ବିଷ୍ଣୁ ୨୦୧୫ ମସିହାରେ ନିଲମ୍ବିତ ପରେ ଚାକିରୀରେ ଯୋଗଦେବାଲାଗି ଦାବି କରିଥିଲେ । ମାତ୍ର କେହି ନଶୁଣିବାରୁ କାର୍ଯ୍ୟାଳୟ ସମୁଖରେ ଆସଡୁତି ଦେବେ ବୋଲି ସାସ୍ୱାଦିକ ସମ୍ମିଳନୀ ଆୟୋଜନ କରି କହିଥିଲେ । ଏବେ କିନ୍ତୁ ଇଛାମୃତ୍ୟୁ ଅନୁମୋଦନ ପାଇଁ ଗୁହାରୀ କରିଛନ୍ତି ।

ରିପୋର୍ଟ ସଞ୍ଜୀବ କୁମାର ।