Wednesday, July 29, 2026
Home ଆଞ୍ଚଳିକ ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ବାରା ସ୍ବଚ୍ଛତା ପଖଡ଼ା ଦିବସ ଆୟୋଜିତ

ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ବାରା ସ୍ବଚ୍ଛତା ପଖଡ଼ା ଦିବସ ଆୟୋଜିତ

28

ଜଟଣୀ,୨୦/୯(ଜିଲ୍ଲା ଖବର) : ପୂର୍ବତଟ ରେଳବାଇ ଖୋର୍ଦ୍ଧାରୋଡ଼ ମଣ୍ଡଳ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ସଚ୍ଚତା ପଖୱାଡ଼ା ପାଳନ କରୁଛି । ଏହି ଅବସରରେ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ,ରକ୍ଷଣାବେକ୍ଷଣା ଡ଼ିପୋ ଏବଂ ରେଳବାଇ ଆବାସିକ ଅ*ଳରେ ସ୍ବଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଉଛି । ବିଭିନ୍ନ ଉପାୟରେ ସଚ୍ଚତା କାର୍ଯ୍ୟକଳାପ ଏବଂ ସଚେତନତା ପ୍ରୋଗ୍ରାମ ପାଇଁ ଦୀର୍ଘ ଦିନର ବ୍ୟବସ୍ଥା ପାଇଁ ବିଭାଗ ଯୋଜନା କରିଛି । ସଚ୍ଚତା ପଖଡ଼ାର ୧୬ତାରିଖ ଦିନ ଶ୍ରୀ ଶଶିକାନ୍ତ ସିଂହ, ମଣ୍ଡଳ ରେଳ ପ୍ରବନ୍ଧକ,ଖୋର୍ଦ୍ଧାରୋଡ଼ ଅନଲାଇନ୍ ମାଧ୍ୟମରେ ପରିଚାଳନା କରିସଚ୍ଚତାପ୍ରତିଶୁତିସହିତକାର୍ଯ୍ୟାଳୟ ତଥା ପ୍ରମୁଖ ରେଳ ଷ୍ଟେସନରେ ରେଳ କର୍ମଚାରୀଙ୍କୁ ସେମାନଙ୍କ ପରିସରକୁ ପରିଷ୍କାର ରଖୁବାପାଇଁ ସାଧାରଣ ଲୋକଙ୍କୁସଚ୍ଛତା ପାଇଁ ଉତ୍ସାହିତ କରିବା ପାଇଁ ନିବେଦନ କରିଥିଲେ ।ହାଉସକିଫିକର୍ମଚାରୀଙ୍କ ପାଇଁ ଭୁବନେଶ୍ଵରରେଳ ଷ୍ଟେସନରେ ଏକ କର୍ମଶାଳା ଅନୁଷ୍ଠିତହୋଇଥିଲା, ଯେଉଁଠାରେ ସଚ୍ଚତା ଆବର୍ଜନା ପୃଥକତା ଏବଂପ୍ଲାଷ୍ଟିକର ଏକକ ବ୍ୟବହାରକୁ ଏଡାଇବା ପାଇଁ ସଚେତନତା ସୃଷ୍ଟି କରାଯାଇଛି ।୧୭ତାରିଖରେପୁରୀରେଳଷ୍ଟେସନରେ ରେଳ କଲୋନୀରେ ସଢ ସଂବାଦ ପରିପେକ୍ଷୀରେ ଲିଫଲେଟ୍ ବ୍ୟାନର ମାଧ୍ୟମରେସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଇଫ୍ଏ ଟ୍ରିଟମେପ୍ରୀ,ପୁରୀରକର୍ମଚାରୀମାନଙ୍କୁ ମଧ୍ୟବର୍ଜ୍ୟଜଳର ସଠିକୁ ପୁନଃ ବ୍ୟବହାର ବିଷୟରେ ସଚେତନ କରାଯାଉଥିଲା । ଏହି ସଚ୍ଚତା ଏବଂ ସଚେତନତାକାର୍ଯ୍ୟକ୍ରମଗୁଡ଼ିକ ସମସ୍ତ କୋଭିଡ଼-୧୯ ନିର୍ଦ୍ଦେଶାବଳୀ ଅନୁସରଣ କରି ୩୦ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତଖୋର୍ଦ୍ଧାରୋଡ଼ ମଣ୍ଡଳରେ ଜାରି ରହିବ ।
ରିପୋର୍ଟ ସଞ୍ଜୀବ କୁମାର ।