Home ଆଞ୍ଚଳିକ ଜଟଣୀ ସ୍କାଏ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟର ଗତି ମନ୍ଥର, ବ୍ୟୟ ଅଟକଳ ବଢ଼ି ଚାଲିଛି,...

ଜଟଣୀ ସ୍କାଏ ଓଭର ବ୍ରିଜର ନିର୍ମାଣ କାର୍ଯ୍ୟର ଗତି ମନ୍ଥର, ବ୍ୟୟ ଅଟକଳ ବଢ଼ି ଚାଲିଛି, ଜିଲ୍ଲା ପ୍ରଶାସନର ଦୃଷ୍ଟି ନାହିଁ

159

ଜଟଣୀ,(ଜିଲ୍ଲା ଖବର) : ବହୁ ପ୍ରତିକ୍ଷୀତ ଜଟଣୀ ଏ ଓଭରବ୍ରିଜ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଠାକ୍ରମେ ଦିର୍ଘ ଦିନର ସପ୍ନ ସାକାର ହୋଇଥିଲା । ହେଲେ ନିର୍ମାଣଧିନ ଥିବା ଏହି ବ୍ରିଜକାର୍ଯ୍ୟ ଦିନକୁ ଦିନ ମନ୍ଥର ଗତିରେ ଚାଲୁଛି ଜଟଣୀ ଜନସାଧାରଣଙ୍କ ସପୁକୁ ସାକାର କରିବା ପାଇଁ ବହୁ ଲଢ଼େଇ ପରେ ରାଜ୍ୟ ସରକାର ଜଟଣୀରେ ଫ୍ଲାଏ ଓଭର ବ୍ରିଜ କରିବା ପାଇଁ ନିଷ୍ପ ଦେଇଥିଲେ । ଏଠାରେ ଫ୍ଲାଏଓଭର ବ୍ରିଜ ନିର୍ମାଣ କରିବା ପାଇଁ ଜଟଣୀବାସୀ ବର୍ଷବର୍ଷରୁ ଦାବି କରିଆସୁଥିଲେ । କାରଣ ପିପିଲିରୁ ଖୋର୍ଦାକୁ ସଂଯୋଗ କରୁଥିବା ଏକମାତ୍ର ମୂଖ୍ୟରାସ୍ତା ହେଉଛି ଜଟଣୀର କୁତିଆରୀଠାରେଥିବା ଭୂତଳ ରାସ୍ତା । ଏହି ରାସ୍ତାରେ ପ୍ରତିଦିନ ଶହଶହ ଯାନବାହନ ଯାତାୟତ କରୁଥିବା ବେଳେ ସାମାନ୍ୟ ବର୍ଷାରେ ଏହି ଭୂତଳ ରାସ୍ତାରେ କୃତ୍ରିମ ଜଳାଶୟ ସୃଷ୍ଟି ହୋଇ ଯାତାୟତ ଠପ ହୋଇଥାଏ । ମାତ୍ର ସ୍ଥାନୀୟ ନେତା ଓ ଲୋକପ୍ରତିନିଧୀଙ୍କ ତୁର୍ବଳମନୋଭାବ ଯୋଗୁଁ ଏହି କାର୍ଯ୍ୟ ହୋଇପାରିନଥିଲା ।ପରବ 1 ସମୟରେ ଏହି ଫ୍ଲାଏଓଭର ବ୍ରିଜଜୁ ନେଇ କଂଗ୍ରେସ, ବିଜେପି ଓ ବିଜେଡ଼ି ଦଳୀୟ ତୁଙ୍ଗ ନେତାମାନେ ଦାବି କରି ଆସୁଥିଲେ ମଧ୍ୟ ଏହା ଦିର୍ଘଦିନ ପରେ ଟେଣ୍ଡର ପକ୍ରିୟା ଆରମ୍ଭ ହୋଇଥିଲା । ତେବେ ଏନେଇ ୨୦୧୬ ମସିହାରେ ଏହି କାର୍ଯ୍ୟର ଣ୍ଡର ପ୍ରକ୍ରୀୟା ଆରମ୍ଭ ହୋଇଥିଲା । ଏହିଁ ବ୍ରଜ କାମ ଆରମ୍ଭ ହେବା ପରେ ବହୁ ବାଦ ବିବାଦ ଲାଗି ରହିବା ସହ ଆଇନ ନିର୍ମାଣକୁ ନେଇ ତୁନିତି ହୋଇଛି ବୋଲି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କୋର୍ଟଙ୍କ ଦ୍ବାରସ୍ଥ ହେବାକୁ ପଡ଼ିଥିଲା । ପରବ’ ସମୟରେ ଏନଆଇଟି ଦ୍ବାରା ପାଇଳିନଗୁଡ଼ିକ ପରା କରାଯାଇ ଏହି ପାଇଲିନରେ ନିର୍ମାଣ ହେବ ବୋଲି ରିପୋର୍ଟ ଆସିଲା । କିନ୍ତୁ କୋର୍ଟ ନିର୍ଦ୍ଦେଶ ପଲା ଅଲଗା। ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ବେଳେ ଅଟକଳ ୩୮କୋଟିରୁ ଉର୍ତ୍ତ ଥବା ବେଳେ ଏହା ୨୦୧୭ମସିହାରେ ଶେଷ କରିବାକୁ ସମୟ ଧାର୍ଯ୍ୟ ଜରାଯାଇଥିଲା । ମାତ୍ର ବିଭିନ୍ନ ବାଧାବିଘ୍ନ ଯୋଗୁଁ ୨୦୧୨ ମସିହାରେ କାର୍ଯ୍ୟ ନସରିବା ଏହାର ପୁନ୍ୟ ଏକ ଟେଣ୍ଡର ଏବଂ ନୂତନ ଠିକାଦାର କଳାଗଲା । ପରବର୍ତ୍ତି ସମୟରେ ଏହି ବ୍ୟୟ ଅଟକଳ ୫୦କୋଟିରୁ ଉକ୍ତ ବୃତି ପାଇଥିଲା । ବାର ଟେଣ୍ଡର ପ୍ରକ୍ରିୟା ଅନୁଯାଇ ନୂତନ ଠିକା ସଂସ୍ଥା ନିଯୁକ୍ତି ଦିଆଯାଇଥିଲା । କିନ୍ତୁ ଉକ୍ତ ସମୟରେ ସାଧାରଣ ର୍ବାଚନ ଆସିବାରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଥିଲା । ମାତ୍ର ପାଇଲିନ ସମସ୍ୟାକୁ ନେଇ ଅଭିଯୋଗ ଥମିନଥିଲା । ପରବର୍ତ୍ତି ଅବସ୍ଥାରେ ନୂତନ ଜାତାର ଜଣଜ ପାଇଲିନ ଉପରେ କାର୍ଯ୍ୟାରମ୍ଭ କରିଥିଲେ । ଏହି ଅବସରରେ ସାଧାରଣ ନିର୍ବାଚନ ସରିବା ପରେ ନବ ନିର୍ବାଚିତ ବିଧାୟକ ସୁରେଶ କୁମାର ରାଉତରାୟ ବ୍ରିଜ କାମକୁ ଦ୍ରୁତ ଗତିରେ ଚାଲୁ କରିବା ପାଇଁ ଦଳୀୟ କର୍ମୀମାନଙ୍କ ଗହଣରେ ଉପସ୍ଥିତ ରହି ଅଧାଗଢ଼ା ବ୍ରିଜ ଚାଲୁ କରିବା ପାଇଁ ନଡ଼ିଆ ବାଡ଼େଇ ଶୁଭାରମ୍ଭ କରିଥିଲେ । ଇତି ମାରେ ଦରଦାମ ବୃଦ୍ଧି ଘଟି ବ୍ରିଜର ବ୍ୟୟ ଅଟକଳ ୧୦୫କୋଟିରୁ ଉର୍ତ୍ତକୁ ବୃଦ୍ଧି ପାଇଛି । ଏହା ମଧ୍ୟରେ କରୋନା ଭୂତାଣୁ ଯୋଗୁଁ ଲଜ ଡାଉନ୍ ଅବା ଯୋଗୁଁ ବ୍ଲକ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି । ଏହା କେବେ ଶେଷ ହେବ ଲୋକମାନେ ତା’ର କେବେ ସୁଫଳ ପାଇବେ ସେନେଇ ପ୍ରଶ୍ନ ସୃଷ୍ଟି ହୋଇଛି । ଏଠାରେ ପ୍ରଶ୍ନ ଉଠେ ପୁରଣା ଠିକାଦାର ଯେଉଁ ପାଇଲିନ ନିର୍ମାଣ କରିଥିଲା ସେହି ପାଇଲିନରେ ପାଦଥାପି ପିଡ଼ି, ଆର ଆୟ ବି ର ଯନ୍ତ୍ରୀମାନେ ସେହି ପାଇଲିରେ ନିର୍ମାଣ କାର୍ଯ୍ୟ ଚାଲୁ ରବାକୁ ନୂତନ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତେବେ ରାଜ୍ୟ ସରକାର ପୁରୁଣା ଠିକାଦାରଙ୍କୁ ଏଠାରୁ ବିଦା କରିବା ପଛରେ କି ରହସ୍ୟ ରହିଥିଲା । ଇତି ମଧ୍ୟରେ ନିର୍ମାଣ ଅଟକଳ ବଢ଼ିବାରେ ଲାଗିଛି । ବ ମାନ ପରିପ୍ରେକ୍ଷୀରେ ଲତାନକୁ ସାମାନ୍ୟ କୋହଳ କରାଯାଇଛି । ମାସ୍କ ପିନ୍ଧି ସାମାଜିକ ଦୂରତା ରଖ କାର୍ଯ୍ୟାଦେଶ ରହିଥିଲେ ମଧ୍ୟ ଠିକାଦାର ସଂସ୍ଥା ଜଣଜ କାମ ମନ୍ଦିରରେ ଚଳାଇଛନ୍ତି । ଅନ୍ୟ ପକ୍ଷରେ ଆରଏବି ନେଇଥିବା କାର୍ଯ୍ୟ ଚୁଡାନ୍ତ ପର୍ଯ୍ୟାୟରେ ପହଁଚାଇଥିବା ବେଳେ ପୁର୍ବତଟ ରେଳପଥ ଅନଥିବା ପିଲରପାଇଲିଂ କାର୍ଯ୍ୟ ସରିନାହିଁ । ପାଇଲିଂ ହେବାକୁଥିବା ସ୍ଥାନରେ ଜବରଦଖଲ ଉଚ୍ଛେଦ କରାଯାଇନାହିଁ କି ତ୍ରିକକାର୍ଯ୍ୟ ଆରମ୍ଭ ହୋଇପାରୁନାହିଁ । ତେବେ ପ୍ଲାଏ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟରେ ହେଉଥିବା ବିଳସ ପାଇଁ ବରଦଖାର ଏବଂ ରେଳପଥର ଅବହେଳା କାରଣ ବୋଲି ଚଳବାସୀ କହିଛନ୍ତି । ଅପରପ ଏହି ହିକ ନିର୍ମାଣଲାଗି ବାରସ୍କାର ବ୍ୟୟ ଅଟକଳ ଏବଂ ବାଇସ୍କାର ସମାଓ ସମୟ ଗତି ଚାଲିଥିବା ନେଇ ତ୍ରିଜ ନିର୍ମାଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ନିର୍ମାଣସ୍ଥଳ ବୁଲି କାମର ଦୁତ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ଆବଶ୍ୟଜାୟ ସମସ୍ୟା ସମାଧାନ କରିପାରିଲେ ବ୍ରିଜ କାମ ଅଗ୍ରଗତି ଘଟିବ ବୋଲି ତୁଜାତା ମହଲରେ ଆଲୋଚନା ହେଉଛି ।

ରିପୋର୍ଟ ସଞ୍ଜୀବ କୁମାର ।