Home ଅପରାଧ କନ୍ଧମାଳ ଜିଲ୍ଲା ରୁ ଓଡ଼ିଆ ପ୍ରବାସୀ ଙ୍କୁ ନେଇ କେରଳ ଗଲା ବସ

କନ୍ଧମାଳ ଜିଲ୍ଲା ରୁ ଓଡ଼ିଆ ପ୍ରବାସୀ ଙ୍କୁ ନେଇ କେରଳ ଗଲା ବସ

218

ବାଲିଗୁଡା,୧୯/୯ { ଜ଼ିଲ୍ଲା ଖବର } : ନ୍ଧମାଳ ଜିଲ୍ଲା ରୁ କେରଳ ଅଭିମୁଖେ ଓଡ଼ିଆ ପ୍ରବାସୀ ଙ୍କୁ ନେଇ ଗୋଟିଏ ଗାଡି ବାହାରିଛି | ସୂଚନା ପ୍ରକାରେ କେରଳ ରୁ ଗୋଟିଏ ବସ ବାଲିଗୁଡା ଠାରେ ଆଜି ପହଂଚି ଥିଲା | ଗାଡି ର ନମ୍ବର KL23 R 4079 ଥିବାର ଜଣାଯାଇଛି | ଉକ୍ତ ବସ ଆଜି ରାତ୍ର ଓଡ଼ିଆ ପ୍ରବାସୀ ଙ୍କୁ ନେଇ କେରଳ ଅଭିମୁଖେ ଯାଇ ଥିବାର ଦେଖିବାକୁ ମିଳିଥିଲା |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ ।