Saturday, November 14, 2026
Home ଆଞ୍ଚଳିକ ବାଲେଶ୍ୱର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ youth icon award-2020 ରେ ସମ୍ମାନିତ ହେଲେ...

ବାଲେଶ୍ୱର ସୂର୍ଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ତରଫରୁ youth icon award-2020 ରେ ସମ୍ମାନିତ ହେଲେ ଯୁବପ୍ରତିଭା ପବିତ୍ର

90

ଆସିକା ୧୭/୯(ଜିଲ୍ଲା ଖବର) : ବାଲେଶ୍ୱର ଜିଲ୍ଲା ସୁଯ୍ୟୋଦୟ ଭାଷା ସାହିତ୍ୟ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ youth icon award 2020ପାଇଁ ସେପ୍ଟେମ୍ବର ୧୫ତାରିଖରେ ଓଡିଶା ର ବିଭିନ୍ନ ଜିଲ୍ଲାର ଯୁବ କବି ପ୍ରତିଭା ଙ୍କ ସମେତ ବିଶ୍ୱ ର ବିଭିନ୍ନ ଦେଶର କବି ମାନଙ୍କୁ ଓଡିଆ ଏବଂ ଇଂରାଜୀ ସାହିତ୍ୟରେ ଲେଖନୀ ଚାଳନା ପାଇଁ youth icon ଆୱାର୍ଡ ପ୍ରଦାନ କରାଯାଇଥିଲା | ପ୍ରତିଷ୍ଠାତା ଶ୍ରୀ ମନୋଜ କୁମାର ପଣ୍ଡା, ମୁଖ୍ୟ ଉପଦେଷ୍ଟା ରୋହିଣୀ କୁମାର ବେହେରା, ସଭାପତି ଭରତ ଚନ୍ଦ୍ର ଦାସ, ଉପସଭାପତି ଋକ୍ମୁଣୀ ସାହୁ, ସୌଜନ୍ୟ ସମ୍ପାଦକ ଦୀପକ କୁମାର ସ୍ୱାଇଁ, ସହ ସମ୍ପାଦିକା କବିତା ତିଆଡ଼ି ଙ୍କ କରକମଳ ରେ ଓଡିଶା ଏବଂ ବିଶ୍ୱ ର ୩୫ ଗୋଟି ଦେଶର ୧୦୦ ଜଣ କବି କବୟତ୍ରୀ ଙ୍କୁ ସମ୍ମାନିତ କରାଯାଇଛି | ଏଥି ସହ ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ମାମୁଡିହ ଗ୍ରାମ ର ଯୁବ ସାହିତ୍ୟିକ ଶ୍ରୀମାନ ପବିତ୍ର ମୋହନ ମହାରଣା ଙ୍କୁ ମଧ୍ଯ youth icon ଆୱାର୍ଡ ପ୍ରଦାନ କରି ତାଙ୍କର ଉତ୍ତୋରତର ଉର୍ନତି କାମନା କରାଯାଇଛି |

ବ୍ୟୂରୋ ରିପୋର୍ଟ ଜିଲ୍ଲା ଖବର ।