
ଜଗନ୍ନାଥପ୍ରସାଦ,୧୬/୦୯(ଜିଲ୍ଲାଖବର):ବିଶିଷ୍ଟଶିକ୍ଷାବିତ୍,ସମାଜସବୀ,ବହୁଅନୁଷ୍ଠାନରକର୍ଣ୍ଣଧାର,ଜଗନ୍ନାଥପ୍ରସାଦବେସରକାରୀବିଦ୍ୟାଳୟପରିଚାଳନାସଂଘରଉପଦେଷ୍ଟା,ଜଗନ୍ନାଥ ପ୍ରସାଦ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ସମ୍ପାଦକ,ବୁଗୁଡା ବ୍ଲକ ର ପୂବତନ ସି.ଆର.ସି.ସି,ତଥା ଜଗନ୍ନାଥ ପ୍ରସାଦ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ପ୍ରଧାନ ଶିକ୍ଷକ ବ୍ରଜକିଶୋର ଚୌଧରି ଙ୍କ ଅକାଳ ବିୟୋଗ ରେ ସାରା ଅଂଚଳ ରେ ଗଭୀର ର ଛାୟା ଖେଳି ଯାଇଛି।ସେ କିଛିଦିନ ହେଲା ଅସୁସ୍ଥ ଥିଲେ,ଗୁରୁତର ହେବାରୁ ତାଙ୍କୁ ବିଶାଖାପାଟଣା ନେବା ବାଟରେ ସେ ମୃତ୍ୟୁ ବରଣ କରିଥିଲେ।ତାଙ୍କ ମର ଶରୀର ଜଗନ୍ନାଥ ପ୍ରସାଦ ଅଣାଯାଇସତ୍କାରକରାଯାଇଥିଲାସେଜଣେକର୍ମଷ୍ଟ,ଦକ୍ଷକର୍ମଚାରୀ,ସଂଗଠକ,ଛାତ୍ର ବଚ୍ଛଳ ଶିକ୍ଷକଭାବେ ପରିଚିତ ଥିଲେ,ସେ ସର୍ବଦା ଜଗନ୍ନାଥ ପ୍ରସାଦ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ସହ ଜଡିତ ଥିଲେ,ଓ ସମ୍ପାଦକ ଦାଇତ୍ୱ ନେବା ପର ଠାରୁ ବହୁ ଉର୍ଣ୍ଣତି ମୂଳକ କାର୍ଯ୍ୟ କରିଛନ୍ତି।ଶିକ୍ଷା କେନ୍ଦ୍ର ପରିସର ରେ ଅଧ୍ୟକ୍ଷା ଓ ସବୁ ଅପା ଭାଇ ,ମାତୃ ପ୍ରେମି ମାନେ ଆମର ଆତ୍ମା ର ସଦଗତି ପାଇଁ ନିରବ ପ୍ରାର୍ଥନା କରି ଥିଲେ।
ରିପୋର୍ଟ-ନିରାକାର ସାହୁ





