Wednesday, November 11, 2026
Home ଆଞ୍ଚଳିକ କେଉଁଝର ଜିଲ୍ଲା ବରବିଲ ଠାରେ ପବ୍ଲିକ ରାଇଟ୍ସ ଆସୋଶୋସିଆନ ...

କେଉଁଝର ଜିଲ୍ଲା ବରବିଲ ଠାରେ ପବ୍ଲିକ ରାଇଟ୍ସ ଆସୋଶୋସିଆନ ତରଫରୁ ଅସହାୟ ଗରିବ ଲୋକକୁ ଖାଦ୍ୟ ବଣ୍ଟନ

80

କେଉଁଝର,୧୬/୯(ଜିଲ୍ଲା ଖବର) : କେଉଁଝର ଜିଲ୍ଲା ବରବିଲ ଠାରେ ପବ୍ଲିକ ରାଇଟ୍ସ ଆସୋଶୋସିଆନ ତରଫରୁ ହସ୍ପିଟାଲରେ 250ଜଣ ଅସହାୟ ଗରିବ ଲୋକକୁ ଖାଦ୍ୟ ବଣ୍ଟନ କରାଯାଇଛି l ଖାଦ୍ୟବଣ୍ଟନ ସମୟରେ କେଉଁଝର ଜିଲ୍ଲା ସଭାପତି ଅଭିଷେକ କୁମାର ଗୁପ୍ତା, କେଉଁଝର ଜିଲ୍ଲା ମହିଳା ସଭାନେତ୍ରୀ ଗୁଡ଼ିଆ ଶର୍ମା, ରାଜ୍ୟ ଶିକ୍ଷା ସଦସ୍ୟା ଶ୍ରୀମତୀ ପ୍ରୀତି ଶ୍ରୀବାସ୍ତବ, କେଉଁଝର ଜିଲ୍ଲା ଉପସଭାପତି ଗଣେଶ ଲୋହାର, ଇନ୍ଦୁ ଦେବୀ, ପୁଷ୍ପା ଦେବୀ, ମମତା ସାହୁ, ଲକ୍ଷ୍ମୀ ଜୟସ୍ବଲ, ଖୁସବୁ ସାହୁ ,ପ୍ରମୁଖ ଯୋଗ ଦେଇ ଖାଦ୍ୟ ବଣ୍ଟନ କରିଥିଲେ l