Friday, November 13, 2026
Home ଆଞ୍ଚଳିକ ଚନ୍ଦ୍ରପୁରୁ ରେ ୧୦୨ ଆମ୍ବୁଲାନ୍ସ ଗାଡିରେ ହଠାତ୍ ନିଆଁ ଲାଗି ଅଳ୍ପକେ ବଡ ବିପଦରୁ ରକ୍ଷା...

ଚନ୍ଦ୍ରପୁରୁ ରେ ୧୦୨ ଆମ୍ବୁଲାନ୍ସ ଗାଡିରେ ହଠାତ୍ ନିଆଁ ଲାଗି ଅଳ୍ପକେ ବଡ ବିପଦରୁ ରକ୍ଷା ମିଳିଲା

29

ଚନ୍ଦ୍ରପୁରୁ,୧୬/୯(ଜିଲ୍ଲା ଖବର) : ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ସଦର ମହକୁମା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଥିବା 102 ଆମ୍ବୁଲାନ୍ସ ଆଜି ସକାଳୁ ଏକ ରୋଗୀ ଆଣିବାପାଇ ଵାହାରିଥିଲା। ଡ୍ରାଇଭର ଗାଡିକୁ ଷ୍ଟାଟ୍ କରିବା ମାତ୍ରେ ଗାଡିରୁ ହଠାତ ନିଆ ଜଳିଥିଲା। ଏହା ଦେଖି ଡ୍ରାଇଭର ଭୟରେ ଗାଡି ଷ୍ଟାଟ ବନ୍ଦ କରି ଦେଇଥିଲେ। ଲୋକମାନେ ଘେରି ପଡି ପାଣି ଓ ବାଲି ପକାଇ ନିଆ ଲିଭାଇ ବଡ ଵିପଦରୁ ରକ୍ଷା ପାଇପାରିଛନ୍ତି।
ରିପୋର୍ଟ ପ୍ରସନ କୁମାର ପଣ୍ଡା ।