
ଖୋର୍ଦ୍ଧା,୧୫/୯(ଜିଲ୍ଲା ଖବର) : ଜଟଣୀ ପୁର୍ବତଟ ରେଳପଥର ଖୋଦ୍ଧାରୋତ ରେଳମଣ୍ଡଳ କାର୍ଯ୍ୟାଳୟ ମଧ୍ୟରେ ରାଜଭାଷା ବିଭାଗ ପକ୍ଷରୁ ୪ଦିନିଆ ହିନ୍ଦୀ ସପ୍ତାହ ସୋମବାରଠାରୁ ଆରମ୍ଭ ହୋଇଛି । ସମସ୍ତ କାର୍ଯ୍ୟାଳୟରେ ରାଷ୍ଟ୍ରଭାଷା ଦ୍ବିତ୍ର ଗୁରୁତ୍ବ ଦିଆଯାଇଥିବା ଯୋଗୁଁ ରାଜଭାଷା ବିଭାଗ ଏହାକୁ ଉପଲବ୍ଧ କରି ଏହି ହିନ୍ଦୀ ସପ୍ତାହର ଆୟୋଜନ କରିଛି । ଏହା ଚଳିତ ୧୪ ତାରିଖଠାରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ । ଏହି ଅବସରରେ ଖୋର୍ଦ୍ଧାରୋତ ରେଳମଣ୍ଡଳ ରେଳପ୍ରବନ୍ଧକ ତଥା ରାଜଭାଷାବିଭାଗ ଅଧକ୍ଷ ଶଶିକାନ୍ତ ସିଂ ଅନଲାଇନ ମାଧ୍ୟମରେ ଶୁଭ ଉଦଘାଟନ ଜରିଥିଲେ । ଏହି ଅବସରରେ ରାଜଭାଷା ବିଭାଗ ଅଧିକାରୀ ଅଶୋକ କୁମାର.ଏତିଆରଏମ (ଅପରେଟି) ରାଜକୁମାରଙ୍କ ସହିତ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ସମାରୋହରେ ହିନ୍ଦୀଲିଖିତ ଶବ୍ଦ ସମ୍ବିତ କର ଏବଂ ଡିସୟୁ ବୋର୍ଡକୁ ଡିଜିଟାଲଭାବେ ଉଦଘାଟନ କରାଯାଇଥିଲା । ଆୟୋଜିତ ଏହି କାର୍ଯ୍ୟଦ୍ଧମରେ ତିଆରଏମ ଶ୍ରୀ ସିଂ ଜଡ଼ିଥିଲେ ଯେ, ହିନ୍ଦୀ ଏକ ଏପରି ଭାଷା ଯାହାକୁ ସାରା ବିଶ୍ବରେ ସତତ ସ୍ଥାନ ଅଧିକାର କରିଛି ଏବଂ ଏକ ସଂଯୋଗରେ ବତି ରଖିଛି । ତା ସନ୍ନିତ ହିନ୍ଦୀଭାଷାକୁ ନିଜ କାର୍ଯ୍ୟରେ ବ୍ୟବହାର କରିବାକୁ ପ୍ରାଥମିକତା ଦିଆଯାଉ ବୋଲି କହିଥିଲେ । ଏନେଇ ଅବସରରେ ରାଜଭାଷା ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ । ତେବେ ଏନେଇ ନିସପ୍ତାହ ପାଳନ ଅବସରରେ ଖୋରୋତ ବିଭାଗର ରାଜଭାଷା ବିଭାଗ କର୍ମଚାରୀଙ୍କ ପାଇଁ ପବନ୍ଧର୍କିନୋଟି-cଫଟି ଏବଂ ହାତଲେଖା ଭତ୍ୟାଦି ବିଭିନ୍ନ ଅନଲାଇନ ପ୍ରତିଯୋଗୀତା ଅନୁଷ୍ଠିତ ହେବବୋଲି କହିଥିଲେ । ଏହି କାର୍ଯ୍ୟଢମg ଖୋରୋତ ମଣ୍ଡଳ ରାଜଭାଷା ଅଧିକାରୀ ସେଲିନା ପଣ୍ଡା ସଂଯୋଜନା କରିଥିଲେ ।
ରିପୋର୍ଟ ସଞ୍ଜୀବ କୁମାର




