Wednesday, July 22, 2026
Home ଆଞ୍ଚଳିକ ପବ୍ଲିକ ରାଇଟ୍ସ ଆସୋଶୋସିଆନ ତରଫରୁ ବୃକ୍ଷ ରୋପଣ

ପବ୍ଲିକ ରାଇଟ୍ସ ଆସୋଶୋସିଆନ ତରଫରୁ ବୃକ୍ଷ ରୋପଣ

76

କେଉଁଝର,୧୪/୯(ଜିଲ୍ଲା ଖବର) କେଉଁଝର ଜିଲ୍ଲା ବରବିଲ ଠାରେ ପବ୍ଲିକ ରାଇଟ୍ସ ଆସୋଶୋସିଆନ ତରଫରୁ ବୃକ୍ଷ ରୋପଣ
କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ପବ୍ଲିକ ରାଇଟ୍ସ ଆସୋଶୋସିଆନର କେଉଁଝର ଜିଲ୍ଲା ସଭାପତି ଅଭିଶେଖ ଗୁପ୍ତା, କେଉଁଝିର ଜିଲ୍ଲା ମହିଳା ସଭାନେତ୍ରୀ ଗୁଡ଼ିଆ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ l ପ୍ରଥମେ ପ୍ରକୃତିବନ୍ଦନ, ଭାରତମାତା ପୂଜନ ତୁଳସୀ ପୂଜନ ସହ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ପରିପେକ୍ଷୀ ରେ ବିଭିନ୍ନ ସ୍ଥାନ ମାନଙ୍କରେ ଆମ୍ବ ଓ ନିମ୍ବ ଗଛ ରୋପଣ କରାଯାଇ ଥିଲା l