
ଜଟଣୀ,୧୩/୯(ଜିଲ୍ଲା ଖବର) : ପୁର୍ବତଟ ରେଳପଥ ଖୋର୍ଦାରୋତ ମଣ୍ଡଳର ସ୍କୋସ ଆସୋସିଏସନ ପକ୍ଷରୁ ଫିଟ ଇଣ୍ଡିଆ ୱିତମ ରନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଯୁବ ବ୍ୟାପାର ଏବଂ ଜୀତା ମନ୍ତ୍ରଣାଳୟଭାରତ ସରକାରଙ୍କ ଅଗଷ୍ଟ ୧୫ ତାରିଖଠାରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଫିଟ ଇଣ୍ଡିଆ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଯାହା ଫିଟନେସଜୁ ସାମ୍ବିତ କରିବା ସହିତ ସମସ୍ତଙ୍କୁ ମେଦବହୁଳତା, ଆଳସ୍ୟ.ଚାପଚିନ୍ତା ଓ ବିଭିନ୍ନ ରୋଗ ଇତ୍ୟାଦିରୁ ମୁକ୍ତି ପାଇବା ପାଇଁ ଯଥେଷ୍ଟ ସାହାଯ୍ୟ କରିବ । ଖୋର୍ଦ୍ଧାରୋତ ରେଳମଣ୍ଡଳ ପରିଚାଳକ ଶଶିକାନ୍ତ ସିଂଙ୍କ ମାଗଦର୍ଶନରେ ଏହି ବିଭାଗ ଫିଟ ଇଣ୍ଡିଆ ମୁଭଫେଟ ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ଯେଉଁଥିରେ ବିଭାଗର ଅଧିକାରୀ, କର୍ମଚାରୀଙ୍କିତାବାଞ୍ଜି.ସ୍କାଉଟ ଆଣ୍ଡ ଗାଇତ ସଦସ୍ୟମାନେ ସଦ୍ଧିୟଭାବେ ଅଂଶଗ୍ରହଣ କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ। ପୁର୍ବତଟ ରେଳପଥ ଖୋର୍ଦାରୋତଜିତାସଂଘମହାମାରୀଜୋଭିତ-୧୯ର ଏହି ପରିସ୍ଥିତିରେ ଫିଟଦ୍ଭିଦାର ଏହି ଆହ୍ବାନକୁ ଗ୍ରହଣ କରିଛି । ରବିବାର ଏନେଇ ଉକ୍ତ ସଦସ୍ୟମାନେ ରେଳପଥ କଲୋନୀ ସନ୍ବିତଷ୍ଟେସନଠାରୁଆରମ୍ଭକରିରେଳପରିଚାଳକଙ୍କକାର୍ଯ୍ୟାଳୟପର୍ଯ୍ୟନ୍ତ ଏକ “ଜନ ଏବଂ ସଚେତନତା କାର୍ଯ୍ୟଢମ ଆୟୋଜନ କରିଥିଲେ । ଅନ୍ୟପକ୍ଷରେଏହିସେଦାଣ୍ଡିମାନେନିଜକୁଫିଟଏବଂସୁସ୍ଥରଖିବାପାଇଁନିୟମିତବ୍ୟାୟାମ.ଯୋଗଚାଲିବାଦୈତିଦାସାଉକେଲିଂ କରିବା ଉଦି ଅନ୍ୟାସ ଜାରିରଖିଛନ୍ତି । ଏଥି ବ୍ୟତିତ କେହିତ ମହାମାରୀ ସନ୍ନିତ ଲଢି ନିଜକୁ ସୁସ୍ଥ ରହିବାକୁ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି ।
ରିପୋର୍ଟ ସଞ୍ଜୀବ କୁମାର




