
ବାଲିଗୁଡା,୧୨/୦୯{ଜିଲ୍ଲା ଖବର} : ହିନ୍ଦୁପୁତ୍ର ସଂଗଠନ ଓଡିଶା ଅଧ୍ୟକ୍ଷ ଶ୍ରୀ ସୁରେଶ କୁମାର ପତି ଜଣାଇଛନ୍ତି ଯେ କୌଣସି ଦୁର୍ବୁତ୍ତ ତାଙ୍କର ଫେସବୁକ ଏକାଉଣ୍ଟ କୁ ହେକ କରିଦେଇଛନ୍ତି। ସେହି ବ୍ୟକ୍ତି ଜଣକ ମୁଁ ଶ୍ରୀ ସୁରେଶ କୁମାର ପତି ବୋଲି ପରିଚୟ ଦେଇ ମେସେଜ୍ କରି ଟଙ୍କା ମାଗୁଛନ୍ତି। ଏଣୁ ଶ୍ରୀ ସୁରେଶ କୁମାର ପତି ଲୋକମାନଙ୍କୁ ସତର୍କ ରହିବା ପାଇଁ ଜଣାଇଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



