Saturday, November 14, 2026
Home ଆଞ୍ଚଳିକ କବିସୂର୍ଯ୍ୟନଗର ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ

କବିସୂର୍ଯ୍ୟନଗର ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ

119

କବିସୂର୍ଯ୍ୟନଗର,୧୧/୯(ଜିଲ୍ଲା ଖବର) : ବିଗତ ଦିନରେ ରେଳ ଚଳାଚଳ ବନ୍ଦ ଥିଲା l
ରାଜ୍ୟ ସରକାର ହାତକାଟି ଲେଖି ଦେଇଥିଲେ ବ୍ରହ୍ମପୁର
ଠାରେ ରେଳ ରହିବ ନାହିଁ l ବର୍ତ୍ତମାନ କରୋନା ପ୍ରଭାବ କମିବା ପରେ ଶ୍ରମିକ ମାନେ ନିଜ ନିଜ କର୍ମସ୍ଥଳକୁ ଫେରିବାକୁ ଚାହିଁଲେ l ଶ୍ରମିକ ଭାଇ ମାନଙ୍କ ଦୃଦଶା ଦେଖି କବିସୂର୍ଯ୍ୟନଗର ବିଜେପି ପାର୍ଟି ତରଫରୁ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ବ୍ରହ୍ମପୁର ଠାରେ ରେଳ ରହଣି ପାଇଁ ଅନୁରୋଧ କରାଯାଇଥିଲା l କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଫଳରେ 12-09-2020 ଠାରୁ ରେଳ ରହଣି ପାଇଁ ନିଷ୍ପତି ନିଆଗଲା l ଏଣୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ରେଳକେନ୍ଦ୍ରମନ୍ତ୍ରୀ ପିୟସ ଗୁଏଲଙ୍କୁ କବିସୂର୍ଯ୍ୟନଗର ବିଜେପି ତରଫରୁ ରାଜ୍ୟ କାର୍ଯ୍ୟକାରିଣୀ ଶ୍ରୀ ରଞ୍ଜନ ପଲେଇ,ମଣ୍ଡଳ ସଭାପତି ଅଶୋକ ସାହୁ, କୋଦଳା ମଣ୍ଡଳ ସଭାପତି ମଧୁସୁଦନ ଜେନା, ନିରଞ୍ଜନ ସ୍ୱାଇଁ, ଅଶୋକ ପ୍ରଧାନ, ରାଜେନ୍ଦ୍ର ନାୟକ, ମୁରଲୀଧର ପ୍ରାଣିଗ୍ରାହୀ, ଯୁବନେତା ରମାକାନ୍ତ ଦୋରା, ଶ୍ରୀକାନ୍ତ ପଣ୍ଡା, ସୁଦର୍ଶନ ସାହୁ, ଭଗବାନ ସ୍ୱାଇଁ, ଲୁଟୁନ ଦାସ, ରାଜୁ ରେଡି, ସନ୍ତୋଷ ଡାକୁଆ, ସଞ୍ଜ ଗୋସ, ବଳିଷ୍ଠ ନେତା ମାନଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି l