
ଭୂବନେଶ୍ବର,୩/୯(ଜିଲ୍ଲା ଖବର) : ଓଡିଶା ର ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ଆଜି ଧନୁଆ ର ୧୫ ଟି ଗେଟ ଖୋଲିବା ନେଇ ଟୁଇଟ ଯୋଗେ ଜଣାଇଛନ୍ତି।ଏହା ସହ କୁଶଭଦ୍ରା ନଦୀ ର ଜଳ ସ୍ତର କମିବା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି। ଜଳ ସମ୍ପଦ ବିଭାଗ ର ଡେପୁଟି ଇଂଜିନିଅର ଙ୍କ ଉପସ୍ଥିତି ରେ ଧାନୁଆ ଗେଟ ଖୋଲି ଥିବା ଜଣା ଯାଇଛି।



