
ଛତ୍ରପୁର,୩୧/୮(ଜିଲ୍ଲା ଖବର) : ଛତ୍ରପୁର ସହରରେ ଥିବା ୩ଟି ଦୋକାନୀ ସଦସ୍ୟଙ୍କ ପଜିଟିଭ୍ ଚିହ୍ନଟ ପରେ ସେହି ପରିବାର ସଦସ୍ୟଙ୍କ କଣ୍ଟାକ୍ଟ ଟ୍ରେସିଂ ପାଇଁ ସେମାନଙ୍କ ଦୋକାନ ଗୁଡିକୁ ଏନ୍ଏସି ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ଛତ୍ରପୁର ମେଇନ୍ ରୋଡ୍ ମଝିବଜାର ସ୍ଥିତ ୨ଟି୍ ଦୋକାନ ଏବଂ ତାଡେପଲ୍ଲୀ ଛକ ସ୍ଥିତ ଏକ ଦୋକାନକୁ ସିଲ୍ କରାଯାଇଛି ବୋଲି ଛତ୍ରପୁର ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ୍.ଗଣେଶ ବାବୁ ସୂଚନା ଦେଇଛନ୍ତି ।
ରିପୋର୍ଟ ଅଶୋକ କୁମାର ବେହେରା ।


