Saturday, November 14, 2026
Home ଆଞ୍ଚଳିକ ଅବକାରୀ ଧରପଗଡ, ୫ ଗିରଫ

ଅବକାରୀ ଧରପଗଡ, ୫ ଗିରଫ

21

ଛତ୍ରପୁର,୩୧/୮: (ଜିଲ୍ଲା ଖବର) : ଗଂଜାମ ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଧରପଗଡ କରାଯାଇଛି । ଅବକାରୀ ଉପଅଧୀକ୍ଷକ ଅଭିରାମ ବେହେରା, ଖଲ୍ଲିକୋଟ, ପୁରୁଷୋତ୍ତମପୁର ଓ ସୋରଡା ଅବକାରୀ ଓଆଇସିଙ୍କ ମିଳିତ ଚଢଉରେ ୩୭୪ ଲିଟର ଭାଟିରନ୍ଧା ମଦ ଓ ୫ଟି ବାଇକ୍ ସହ ମୋଟ ୫ ଜଣଙ୍କୁ ଗିରଫ କରାଯାଇଥିବା ନେଇ ଗଂଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର କୁମାର ଭତ୍ରା ସୂଚନା ଦେଇଛନ୍ତି ।

ରିପୋର୍ଟ ଅଶୋକ କୁମାର ବେହେରା ।