
ବାଲିଗୁଡା,୨୯/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ର ଅଙ୍ଗନବାଡି କେନ୍ଦ୍ର ଠାରେ ଡାକ୍ତରଖାନା ତରଫରୁ covid 19 ଶିବିର ଅନୁଷ୍ଠିତ ହୋଇଥିଲା। ଡା.କାହ୍ନୁ ଚରଣ ନାୟକ,ଫାର୍ମାସିଷ୍ଟ- ସୁବ୍ରତ କୁମାର ପଣ୍ଡା,ANM-କମଳା କୁମାରୀ ସାହୁ ଏବଂ ପ୍ରିୟଦର୍ଶନ ପ୍ରଧାନ,ଆଶା ମିନତୀ ପାତ୍ର ଅଙ୍ଗନବାଡି କର୍ମୀ ସଞ୍ଜିତା ମଲ୍ଲିକ ଏମାନଙ୍କ ସହଯୋଗରେ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେକ ଲୋକଙ୍କର ଡାଇବେଟିସ, ବ୍ଲଡ଼ପ୍ରେସର ସହିତ ସ୍କାନର କରାଯାଇ ଥିଲା।ଏଥିରେ ବହୁ ସଂଖ୍ୟାରେ ଲୋକ covid ନିୟମ କୁ ପାଳନ କରି ଦୂରତ୍ୱ ବଜାୟ ରଖିଥିଲେ।
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



