
ବାଲିଗୁଡ଼ା ୨୯/୮(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା ବନ୍ଧସାହି ର ଅଙ୍ଗନବାଡି କେନ୍ଦ୍ର ଠାରେ ଡାକ୍ତରଖାନା ତରଫରୁ covid 19 ଶିବିର ଅନୁଷ୍ଠିତ ହୋଇଥିଲା | ଡାକ୍ତର-କାଁହ୍ନୁ ଚରଣ ନାୟକ,ଫାର୍ମାସିଷ୍ଟ- ସୁବ୍ରତ କୁମାର ପଣ୍ଡା,ANM-କମଳା କୁମାରୀ ସାହୁ ଏବଂ ପ୍ରିୟଦର୍ଶନ ପ୍ରଧାନ, ଆଶା-ମିନତୀପାତ୍ର,ଅଙ୍ଗନବାଡି କର୍ମୀ ସଞ୍ଜିତା ମଲ୍ଲିକ ଏମାନଙ୍କ ସହଯୋଗ ରେ ଶିବିର ଅନୁଷ୍ଠିତ ହୋଇଯାଇଛି |ଏଥିରେ ପ୍ରତ୍ୟେକ ଲୋକଙ୍କର ଡାଇବେଟିସ, ବ୍ଲଡ଼ପ୍ରେସର ସହିତ ସ୍କାନର କରାଯାଇ ଥିଲା | ଏଥିରେ ବହୁ ସଂଖ୍ୟା ରେ ଲୋକ covid ନିୟମ କୁ ପାଳନ କରି ଦୂରତ୍ୱ ବଜାୟ ରଖିଥିଲେ |
ରୀପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



