
ଭୁବନେଶ୍ୱର,୨୯/୮(ଜିଲ୍ଲା ଖବର): ରେ କରନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିଲା ବେଳେ ଭୁବନେଶ୍ୱର ରେ ଥିବା ୟୁନିଟ ୧ ବଜାର ରେ ଲୋକ ମାନଙ୍କ ପ୍ରବଳ ଭିଡ ଦେଖିବା କୁ ମିଳୁଛି। ଏହି ଭିଡ଼ ଦେଖି ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ଜନତା ପାର୍ଟି ର ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ର ପାର୍ଥି ଶ୍ରୀ ଭୃଗୁ ବକ୍ସିପାତ୍ର। ସେ ନିଜ ଟୁଇଟର ରେ ଏକ ଫୋଟୋ ସେୟାର କରି ୟୁନିଟ ୧ ର ଅବସ୍ଥା ବିଷୟ ରେ ମୁଖ୍ୟମନ୍ତ୍ରୀ ତଥା ପ୍ରଶାସନ ର ଦୃଷ୍ଟି କୁ ଆଣିଛନ୍ତି।


