
କୁକୁଡାଖଣ୍ଡି,୧୭/୦୮(ଜିଲ୍ଲା ଖବର) : କୁକୁଡାଖଣ୍ଡିବ୍ଲକ ରୋହିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଳିହାଡ଼ ଗ୍ରାମରେ ଏକ ଫେଂବର ରେ କରିଥିବା ଏକ ମାସର କାଯ୍ୟଟି ନିମ୍ନ ମାନର କାଯ୍ୟ ହୋଇଥିବାରୁ ରୋଡ଼ ଟି ଅଧିକାଂଶ ଜାଗାରେ ଦବିଯାଇ ପାଣି ସବୁ ବେଳେ ଜମାରହୁଥିବା ଦେଖିବାକୁ ମେଳୁଛି l ସେହି ରାସ୍ତା ଦେଇ ସ୍କୁଲ ର ଛାତ୍ର ଛାତ୍ରୀ ଜୀବା ଆସିବାରେ ଅସୁବିଧା ହେଉଛନ୍ତି l ଏପଟେ ଉକ୍ତ କାଯ୍ୟଟିର ନାମ ଫଳକ ମଧ୍ୟ୍ୟ କରାଯାଇନହିଁ l ସେହିପରି ନୁଆଁ ପାଣ୍ଡିଆଝୋଳି ରେ କରାଯାଇଥିବା ମାତ୍ର ଦଶ ଦିନ ତଳେ କାଯ୍ୟ ଟି ସମ୍ପୁର୍ନ ନିମ୍ନ ମାନର ହୋଥିବାରୁ ସମ୍ପୂର୍ଣ ନଷ୍ଟ ହୋଇଗଣୀ ଓ ନାମ ଫଳକ ମଧ୍ୟ୍ୟ କରାଯାଇନହିଁ l ସରକାରଙ୍କ ନିୟମା ଅନୁସାରେ କାଯ୍ୟ ଗୁଡିକର କାଯ୍ୟlଦେଶ ଵିଭାଗିୟ ଜରିଆରେ କାଯ୍ୟ କରିବାର ନିର୍ଦେଶ ଥିଲେ ସୁଦ୍ଧା ତାହା କିପରି ବିନା ନାମ ଫଳକ ରେ ନିମ୍ନ ମାନର କାଯ୍ୟହେଲା ତାହା ଲୋକ ମାନଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି……? ଏହି କାଯ୍ୟ ବିଷୟରେ AE ଓ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ କାଯ୍ୟ ଗୁଡିକର କାଯ୍ୟlଦେଶ ବିଭାଗୀୟ ଅଧିକାରୀଙ୍କ ନାମରେ ଅଛି l ଅଭିଯୋଗ ର ସତ୍ୟା ସତ୍ୟ ଗୁଡିକୁ ତଦନ୍ତ କରି ବିଲ କରାଯିବ l
ରିପୋର୍ଟ ପ୍ରଫୁଲ୍ଲ କୁମାର ସାବତ ।



