
ବାଲିଗୁଡା,୧୫/୦୮{ଜିଲ୍ଲା ଖବର}କନ୍ଧମାଳ ଜିଲ୍ଲା ବାଲିଗୁଡା PWD ଛକ ଠାରେ ୭୪ ତମ ସ୍ୱାଧୀନତା ଦିବସରେ ଗାନ୍ଧୀ ମୂର୍ତ୍ତି ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏଥିରେ ବାଲିଗୁଡା NAC ଅଧ୍ୟକ୍ଷ ଶ୍ରୀ ଲୋକନାଥ ପାଢ଼ୀ,କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଜୟଦେବ ଷଢଙ୍ଗୀ, ଶାନ୍ତି ମୈତ୍ରୀର ସମ୍ପାଦକ ଶ୍ରୀ ଭଗବାନ ଜେନା ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।
ରୀପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



