
ଜଗନ୍ନାଥ ପ୍ରସାଦ,୧୧/୦୮(ଜିଲ୍ଲା ଖବର) : ଜନ୍ମାଷ୍ଟମୀ ଉତ୍ସଵ ପାଳନ ରେ ଭି କୋରନା ର ଭୟ ,ଏକତ୍ରିତ ହେବା ଭି ଅସମ୍ଭବ ହୋଇ ପଡିଛି,ତେଣୁ ଜନ୍ମାଷ୍ଟମୀ ଉତ୍ସବ ଅନ୍ ଲାଇନ୍ ରେ ପାଳନ କରା ଯାଇଛି।ସିଧାପ୍ରାସରଣ ମାଧ୍ୟମରେ ଗଞ୍ଜାମ, ଗଜପତି, ନୟାଗଡ ଜିଲ୍ଲାର ବିଭିନ୍ନ ବ୍ରହ୍ମ କୁମାରୀ ଆଶ୍ରମ ସହ ଯୋଗାଯୋଗ କରାଯିବ ସହ ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଉତ୍ସବ ପାଳନ ସମୟରେ ମଧ୍ୟ ସମ ଦୂରତା ରଖା ଯାଇଥିଲା।
ବ୍ରହ୍ମପୁର ସବଜୋନ ନିର୍ଦେଶିକା ରାଜଯୋଗିନୀ ବି.କେ ମଂଜୁ ଦିଦି ଓ PURU ନିର୍ଦେଶିକା ରାଜଯୋଗିନୀ ବି.କେ ମାଳା ଦିଦିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆଜି ଅନ୍ ଲାଇନ୍ ରେ ଜନ୍ମାଷ୍ଟମୀ ଉତ୍ସଵ ପାଳିତ ହୋଇଥିଲା।ଜଗନ୍ନାଥ ପ୍ରସାଦ ବ୍ରହ୍ମକୁମାରୀ ଆଶ୍ରମ ଏହି ଉତ୍ସବରେ ଅଂଶ ଗ୍ରହଣ କରିଥିଲା।ଆଶ୍ରମ ସଂଚାଳିକା ବି.କେ ଅର୍ଚନା ଙ୍କ ଦ୍ୱାରା ନିର୍ଦ୍ଦେଶିତ, ରାଧା କୃଷ୍ଣ ନୃତ୍ୟ ଲଂକାଗଡ ମନୋରମ ପରିବେଶ ମଧ୍ୟ ରେ ଅନୁଷ୍ଠିତ ହୋଇଥିଲା।ଶ୍ରୀ କୃଷ୍ଣ ଚରିତ୍ର ରେ ସାଇକଲ୍ୟାଣ ଦିବ୍ୟଦର୍ଶୀ ଓ ରାଧିକା ଚରିତ୍ର ରେ ସୃମିତୀ ସଞ୍ଚିତା ଅଭିନୟ କରିଥିଲେ। ନୃତ୍ୟ ରେ ଅନୁପ୍ରଭା,ବିଦୂତପ୍ରଭା,ସୁଭସ୍ମିତା, ଅଞ୍ଜଳି ଅଭିନୟ କରିଥିଲେ। ନୃତ୍ୟ ପରିଚାଳନା । ନିରାକାର ଭାଇ ସମସ୍ତ ସହଯୋଗ କରିଥିଲେ। ବି.କେ ସ୍ନେହା, ବିଷ୍ଣୁପ୍ରିୟା,ସାରଥୀ ମଧ୍ୟ ମୃତ୍ୟ ପରିଚାଳନା ରେ ସହାୟତା କରିଥିଲେ। ବି. କେ.ଅର୍ଚନା ବାବା ଙ୍କ ଉଦେଶ୍ୟ ରେ “ତେରୀ ତନହା ମେ ହାମେ ରଖେନା”ଗୀତ ଗାନ କରିଥିଲେ।
ରିପୋର୍ଟ-ନିରାକାର ସାହୁ


