Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ବ ଗ୍ରହଣ।

କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପ ଜିଲ୍ଲାପାଳଙ୍କ ଦାୟିତ୍ବ ଗ୍ରହଣ।

124

ବାଲିଗୁଡା,୧୧/୦୮{ଜିଲ୍ଲା ଖବର}ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ସ୍ତରରେ ଅଦଳ ବଦଳ କରିଛନ୍ତି। ବାଲିଗୁଡା ଉପ ଜିଲ୍ଲପାଳ ଦେବେନ୍ଦ୍ର କୁମାର ନନ୍ଦଙ୍କୁ ସମ୍ବଲପୁର ଆରଟିଓ ପଦବୀକୁ ବଦଳି ହୋଇଛନ୍ତି। ତାଙ୍କ ବଦଳରେ ଶୁଭକାନ୍ତ ମହାପାତ୍ର IAS ବାଲିଗୁଡା ଉପ ଜିଲ୍ଲାପାଳ ଭାବେ ୧୦/୦୮/୨୦ ତାରିଖ ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଶୁଭକାନ୍ତ ମହାପାତ୍ର ପୂର୍ବରୁ ଫୁଲବାଣୀ ଜିଲ୍ଲାପାଳ କାର୍ଯ୍ୟାଳୟରେ ପ୍ରବେଶନାରୀ ଅଫିସର ଥିଲେ। ତାଙ୍କ ଘର ଭୁବନେଶ୍ୱର ସ୍ଥିତ ଶ୍ରୀ ବିହାରରେ ସେ ଜଣେ ଦକ୍ଷ ଆଇଏଏସ ଅଫିସର ଭାବେ ବାଲିଗୁଡ଼ା ଠାରେ ଜଏନ୍ ହେବା ପରେ କିଛି ଉନ୍ନୟନ ମୂଳକ କାର୍ଯ୍ୟ କରିବେ ବୋଲି ବାଲିଗୁଡା ବାସି ଆଶା କରିଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ