କନ୍ଧମାଳ, (ସୁରେଶ କୁମାର ପଣ୍ଡା) : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକର ଗୁଟିଙ୍ଗିଆ ପଞ୍ଚାୟତ ସାରଙ୍ଗଡ ଥାନା ନିକଟସ୍ଥତ ଜାଲାଙ୍ଗିଆ ଗ୍ରାମର ଏକ ଜଙ୍ଗଲରୁ ଜଣେ ଅଜଣା ବ୍ୟକ୍ତିର ଶବ ଦେଖିବାକୁ ମିଳିଛି। ଗ୍ରାମବାସୀ କିମ୍ବା ପୋଲିସ ଠାରୁ କୌଣସି ଅଧିକ ତଥ୍ୟ ମିଳିନାହିଁ।