
କଟକ,୦୪/୦୮{ଜିଲ୍ଲା ଖବର}ନରସିଂହପୁର ଟେଲର ଆସୋସିଏସନ ଅଲ ଓଡିଶାର ସମ୍ପାଦକ କୃଷ୍ଣଚନ୍ଦ୍ର ବିନ୍ଧାଣୀରତ୍ନ ଙ୍କ ଆବାହକତ୍ବରେ ବ୍ଲକ ଚେୟାରମ୍ଯାନ କିଶୋର୍ ମିଶ୍ର,ସରପଞ୍ଚ ପ୍ରଭାକର ମିଶ୍ର,ପୁଲିସ ଏସ୍. ଆଇ ସମ୍ବିତ୍ ବେହେରା,ସାବିତ୍ରୀ ଦଳେଇ,ସସ୍ମିତା ମହାପାତ୍ର,ଭୂପେନ୍ କୁମାର ଦାସ, କାର୍ତ୍ତିକେଶ୍ଵର ନାଥ,ଦେବଦତ୍ତ ମଳୟ କୁମାର ବରାଳ,ତଥାଗତ ଶତପଥୀ ବିଶ୍ଵାଳ,ଅଜୟ କୁମାର ପଣ୍ଡା, ବୈକୁଣ୍ଠନାଥ ବିହାରୀ ନାୟକ, ବାସନ୍ତୀ ଦାସ,ମୋନାଲିସା ମଲିକ, ଆଇ. ଆଇ. ସି. ନରସିଂହପୁର ଲିଙ୍ଗରାଜ ଲେଙ୍କା,ସ୍ଵର୍ଣ୍ଣଲତା ବିଶ୍ଵାଳ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏବଂ୨୦ ଜଣ ଅସହାୟ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଥିଲା।
ରିପୋର୍ଟ ଯଶୋବନ୍ତ ବେହେରା



