Saturday, November 14, 2026
Home ଆଞ୍ଚଳିକ କରୋନାରେ ଆକ୍ରାନ୍ତ ହୋଇ ଆସିକା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ...

କରୋନାରେ ଆକ୍ରାନ୍ତ ହୋଇ ଆସିକା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡାଙ୍କ ମୃତ୍ୟୁ।

64

ଗଞ୍ଜାମ,୦୪/୦୮{ଜିଲ୍ଲା ଖବର} ଆସିକା NAC ଏକଜିକ୍ୟୁଟିଭ ଅଫିସର ଅଶୋକ କୁମାର ପଣ୍ଡା ଙ୍କ ମୃତ୍ୟୁ। ସେ ଭୁବନେଶ୍ୱର ରେ ଆଦିତ୍ୟ କେୟାର ହସ୍ପିଟାଲ ରେ ରହି ଚିକିତ୍ସିତ ହେଉଥିବା ସମୟରେ ମୃତ୍ୟୁ ସୂଚନା। ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ। ପ୍ରଥମେ ହୋମ କ୍ଵାରେଣ୍ଟାଇନ ଅବସ୍ଥା ଗୁରୁତର ହେବାରୁ ପ୍ରଥମେ ତାଙ୍କୁ ବ୍ରହ୍ମପୁର ଓ ପରେ ଭୁବନେଶ୍ଵର ଆଦିତ୍ୟ କେୟାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଃଖର ବିଷୟ ଆଜି ତାଙ୍କ ମୃତ୍ୟୁ ଖବର ଶୁଣି ଆସିକା ବାସୀଙ୍କୁ ସ୍ତବ୍ଧ କରିଦେଇଛି ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।