Saturday, November 14, 2026
Home ଆଞ୍ଚଳିକ କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

କରୋନା ଯୋଦ୍ଧାଙ୍କୁ ସମ୍ମାନୀତ

230

ଗୁଣପୁର ୩/୦୮(ଜିଲ୍ଲା ଖବର) : ଅନ୍ତର୍ଜାତୀୟ ମାନବୋଧିକାରୀ କାଉନସିଲ ତୋରଫୋରୁ ପ୍ରସାସନ ଅଧିକାରୀ ମାନଙ୍କୁ କରନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଛି।
ସାରା ବିଶ୍ୱରେ ବର୍ତ୍ତମାନ କରନା ନିଜର ପ୍ରଭାବ ବିସ୍ତାର କରି ଚାଲିଛି । ଏହାକୁ ରୋକିବା ପାଇଁ ସାରା ବିଶ୍ୱରେ ପ୍ରସାସନ ତୋରଫୋରୁ ଅନେକ ଚେଷ୍ଟା କରାଯାଉଅଛି । ଆମ ଦେଶରେ ଭି ଏହାର ପ୍ରଭାବ କିଛି କମ ନୁହେଁ । ଆମ୍ବ ମାନଙ୍କୁ ସୁରକ୍ଷାରେ ରଖିବା ପାଇଁ ଆମ ଦେଶର ,ରାଜ୍ୟର ଓ ଆମ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଭାଗ ଯେପରିକି ସ୍ଵାସ୍ତ୍ୟ କର୍ମଚାରୀ, ପୋଲିସି କର୍ମଚାରୀ,ଅଗ୍ନି ଶ୍ରମ,ତହସିଲ , ଜିଲ୍ଲାପାଳ ଓ ଉପଜିଲ୍ଲାପାଳର ସମସ୍ତ କାର୍ଯ୍ୟରତ କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଲୋକମାନଙ୍କୁ ସେବା କରିବାରେ ପୋଛାଇ ନାହାନ୍ତି ।ତେଣୁ ଅନ୍ତର୍ଜାତୀୟ ମାନବୋଧିକାରୀ କାଉନସିଲ ଆପଣମାନଙ୍କୁ କରନା ଯୋଦ୍ଧା ଭାବେ ସମ୍ମାନୀତ କରି ନିଜକୁ ଗର୍ବିତ ମନେ କରୁଛୁ । ଶିଶୁ ପରିବାର ଓ ମହିଳା ବିଭାଗ ରାଜ୍ୟ ଶାଖା ତୋରଫୋରୁ ରାୟଗଡା ଅନ୍ତଜାତୀୟ ମାନବ ଅଧକାର କାଉଁସିଲ ଆପଣ ମାନଙ୍କୁ ସଂମାନତ କରି ନିଜକୁ ଗର୍ବିତ ମନେ କରିଛୁ ଆପଣ ମାନଙ୍କୁ ସମ୍ମାନ କରା ଯାଇ ଥିବାରୁ ରାୟଗଡ଼ା ଜ଼ୀଲ୍ଲା ବାସି ଏବଂ ଗୁଣୁପୁର ସମସ୍ତ ବୁଦ୍ଧି ଯିବି ଓ ଗ୍ୟାନି ବେକ୍ତି ମନେ ପ୍ରଶଂସା ରେ ଖୁସିର ଲହରୀ ଖେଳିଯାଇଛି

ରିପୋର୍ଟ ରାମନାଥ ମହାନ୍ତି ।