Saturday, November 14, 2026
Home ଆଞ୍ଚଳିକ ବିଲରେ ଧାନ ରୋଉ ଥିବା ବେଳେ ବଜ୍ରପାତରେ ମହିଳା ଙ୍କ ମୃତ୍ୟ

ବିଲରେ ଧାନ ରୋଉ ଥିବା ବେଳେ ବଜ୍ରପାତରେ ମହିଳା ଙ୍କ ମୃତ୍ୟ

120

ଜଗନ୍ନାଥ ପ୍ରସାଦ,୨୮/୦୭(ଜିଲ୍ଲା ଖବର) : ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଶିଶୁଣ୍ଡା ଗ୍ରାମ ର ବିଷ୍ଣୁପ୍ରିୟା ରାଉତ (୫୦) ସ୍ୱା : ବିର ରାଉତ ଆଜି ସମୟ ପ୍ରାୟ ୪ ଘଣ୍ଟ ସମୟ ରେ ନିଜ ବିଲରେ ଧାନ ରୋଉ ଥିବା କରିବା ସମୟ ରେ ବଜ୍ରପାତରେ ମୃତୁ ବରଣ କରିଛନ୍ତି । ଖବର ପାଇ ଜଗନ୍ନାଥ ପ୍ରସାଦ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରି ଜଗନ୍ନାଥ ପ୍ରସାଦ ମେଡିକାଲ କୁ ଆଣିଥିଲେ।ତାଙ୍କ ଚିକିତ୍ସା ପରେ ସେ ମୃତ ବୋଲି ମେଡିକାଲ ଅଧିକାରୀ ଡକ୍ଟର କିରଣ କୁମାର ସେ ମୃତ ବୋଲି ଘୋଷଣା କରିଥିଲେ ।

ରିପୋର୍ଟ-ନିରାକାର ସାହୁ