Saturday, November 14, 2026
Home ମୁଖ୍ୟ ଖବର ଆରପାରିରେ ଆଲବମ କୁଇନ ଦୀପା ସାହୁ।

ଆରପାରିରେ ଆଲବମ କୁଇନ ଦୀପା ସାହୁ।

44

ବହୁ ଓଡ଼ିଆ ଆଲବମରେ ଅଭିନୟ କରି ଓଡ଼ିଆ ସିନେମା ଜଗତରେ ପାଦଥାପିଥିବା ଚର୍ଚ୍ଚିତ ଅଭିନେତ୍ରୀ ଦୀପା ସାହୁଙ୍କ ପରଲୋକ। ଫଳରେ ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ଏବଂ ଅଗଣିତ ପ୍ରସଶଂକ ମାନଙ୍କୁ ମନରେ ଗଭୀର ଦୁଃଖର ସାଗରରେ ଭସାଇ ଦେଇ ଚିରନିଦ୍ରାରେ ଓଡିଆ ଆଲବମ କୁଇନ୍ ଦୀପା ସାହୁ। ଏହି ଚର୍ଚ୍ଚିତ ତଥା ଲୋକପ୍ରିୟ ଅଭିନେତ୍ରୀଙ୍କ ପରଲୋକରେ ଜିଲ୍ଲା ଖବର ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛୁ।