Tuesday, October 13, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ମହାସିଙ୍ଗି ର ଆମିନିଟି ସେଣ୍ଟର ପାଖରେ ହନୁମାନ ପଇସା ଚୋରି।

କନ୍ଧମାଳ ଜିଲ୍ଲା ମହାସିଙ୍ଗି ର ଆମିନିଟି ସେଣ୍ଟର ପାଖରେ ହନୁମାନ ପଇସା ଚୋରି।

239

ବାଲିଗୁଡା,୨୬/୦୭{ଜିଲ୍ଲା ଖବର}କନ୍ଧମାଳ ବାଲିଗୁଡା ନିକଟସ୍ଥ ମହାସିଙ୍ଗି ର ଆମିନିଟି ସେଣ୍ଟର ପାଖରେ ହନୁମାନ ପଇସା ଚୋରି କେସ୍ ରେ ୩ ଜଣ ଗିରଫ୍ ହୋଇଛନ୍ତି। ଏବଂ ଏମାନଙ୍କ ନିକଟରୁ ୮୦,୦୦୦ (ଅଶିଏ ହଜାର ଟଙ୍କା) ଏବଂ କିଛି ଲାଠି ଜବତ କରାଯାଇଛି। ଆଗରୁ ଏହି କେସ୍ ର ମାଷ୍ଟର୍ ମାଇଣ୍ଡ୍ ପଦ୍ମ ଚରଣ ନାୟକ କୁ ଆରେଷ୍ଟ କରାଯାଇଥିଲା। ଏମାନଙ୍କ ନାମରେ ବାଲିଗୁଡା P.S କେସ୍ ନମ୍ବର ୧୨୬/୨୦ ରେ ରେଜିଷ୍ଟର କରାଯାଇଛି। DSP ମନୋଜ କୁମାର ପୂଜାରୀ ଓ IIC ପ୍ରଶାନ୍ତ କୁମାର ବେହେରା ଏହାର ତଦନ୍ତ ଭାର ନେଇଛନ୍ତି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ