
ଗଞ୍ଜାମ,୨୬/୦୭{ଜିଲ୍ଲା ଖବର}ଅଯୋଧ୍ୟାରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ଶିଳାନ୍ୟାସ ଉତ୍ସବରେ ସାରା ଭାରତରୁ ପବିତ୍ର ଓ ପୁଣ୍ୟ ତୀର୍ଥରୁ ମାଟି ଓ ପାଣି ସଂଗ୍ରହ କରାଯାଇଛି। ଏହି ପବିତ୍ର କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ତୀର୍ଥ ସ୍ଥଳରୁ ମାଟି ଓ ପାଣି ସଂଗ୍ରହ କରି ବିଶ୍ବହିନ୍ଦୁ ପରିଷଦ,ଗଞ୍ଜାମ ଜିଲ୍ଲା ପକ୍ଷରୁ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟା କୁ ପଠାଯାଇଛି।
ରିପୋର୍ଟ ଜ୍ୟୋତିର୍ମୟୀ ପାତ୍ର


