Thursday, October 15, 2026
Home ଆଞ୍ଚଳିକ କରୋନା ମହାମାରୀ ଦ୍ରୁତ ଗତିରେ ବଢୁଥିବାରୁ ଗାଁ ଗାଁରେ ସଚେତନ କରାଇଲେ ଜିଲ୍ଲାପାଳ।

କରୋନା ମହାମାରୀ ଦ୍ରୁତ ଗତିରେ ବଢୁଥିବାରୁ ଗାଁ ଗାଁରେ ସଚେତନ କରାଇଲେ ଜିଲ୍ଲାପାଳ।

127

ବାଲିଗୁଡା,୨୪/୦୭{ଜିଲ୍ଲାଖବର}:କନ୍ଧମାଳ ଜିଲ୍ଲାରେ କରୋନା ମହାମାରୀ ଦ୍ରୁତ ଗତିରେ ବଢ଼ିଚାଲିଥିଲା ବେଳେ ଆଜି କନ୍ଧମାଳ ଜିଲ୍ଲାପାଳ ଡ଼ଃ ବୃନ୍ଦା ଡି ଜିଲ୍ଲାର ବିଭିନ୍ନ ବ୍ଲକରେ ପହଞ୍ଚି କିପରି କରୋନା ମହାମାରୀ ଠାରୁ ଦୁରେଇ ରହିବ ସେଥିପାଇଁ ରାଇକିଆ, ଜି.ଉଦୟଗିରି,ଟିକାବାଲି ବ୍ଲକର ଗାଁ କୁ ଗାଁ ବୁଲି ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସଚେତନ କରାଇଛନ୍ତି। ଏହି ସଂକ୍ରମଣରୁ ଦୁରେଇ ରହିବା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ