
ବାଲିଗୁଡା-୨୪/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଭୈରବୀ ମନ୍ଦିର ସାହିରେ ୮୬ ବର୍ଷ ବୟସ ର ଜଣେ ବୃଦ୍ଧଙ୍କ କୋରୋନାରେ ମୃତ୍ୟୁ ହୋଇଥିଲା।ମୃତ୍ୟୁ ପରେ ସାରା ସାରଙ୍ଗଡ଼ ପଞ୍ଚାୟତରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି। ତେଣୁ ପ୍ରଶାସନ ତରଫରୁ ଆଶା ଓ ଅଙ୍ଗନାବାଡି କର୍ମୀ ମାନେ ଘରକୁ ଘର ବୁଲି କୋଭିଡ୍ ପୋଷାକ ପରିଧାନ କରି ଥର୍ମୋ ମେସିନ ସାହାଯ୍ୟରେ ସାରଙ୍ଗଡ ପଞ୍ଚାୟତର ପ୍ରତ୍ୟେକ ସାହି ସାହି ବୁଲି ସ୍କାନିଂ ପରୀକ୍ଷା ଚଲେଇଛନ୍ତି।
ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ



