Wednesday, October 14, 2026
Home ଆଞ୍ଚଳିକ କନ୍ଧମାଳ ଜିଲ୍ଲା ସିର୍ଲା ଜଙ୍ଗଲରେ ଏନକାଉଣ୍ଟରରେ ୨ ମାଓବାଦୀ ମୃତ୍ୟୁ।

କନ୍ଧମାଳ ଜିଲ୍ଲା ସିର୍ଲା ଜଙ୍ଗଲରେ ଏନକାଉଣ୍ଟରରେ ୨ ମାଓବାଦୀ ମୃତ୍ୟୁ।

68

ବାଲିଗୁଡା-୨୪/୦୭{ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ସିର୍ଲା ଜଙ୍ଗଲରେ ପୁଣି ଏସଓଜି ଓ ଡିଭିଏଫଙ୍କ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟ। ମୃତକ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବାର ଜଣା ପଡିଛି। କମ୍ବିଂ ଅପରେସନ ଚାଲିଛି ମୃତକଙ୍କ ପାଖରୁ ୨ ବିଦେଶୀ ବନ୍ଧୁକ, ଇନଶାସ ରାଇଫଲ କରବାଇନ ମିଳିଥିଲା।

ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠୀ