Monday, October 12, 2026
Home ଆଞ୍ଚଳିକ ଦାରିଙ୍ଗବାଡ଼ି ରାସ୍ତା ରେ କନ୍ଦିବାନ୍ଦା ନିକଟରେ ହାଇୱା ଦୁର୍ଘଟଣା।

ଦାରିଙ୍ଗବାଡ଼ି ରାସ୍ତା ରେ କନ୍ଦିବାନ୍ଦା ନିକଟରେ ହାଇୱା ଦୁର୍ଘଟଣା।

102

ବାଲିଗୁଡା,୧୯/୦୭{ଜିଲ୍ଲା ଖବର}:ଦାରିଙ୍ଗବାଡ଼ି ରାସ୍ତାର କନ୍ଦିବାନ୍ଦା ନିକଟରେ ଗୋଟିଏ ଗୋଡି ବୋଝେଇ ହାଇୱା ଟ୍ରକ ଦୁର୍ଘଟଣା ଘଟି ରାସ୍ତା ପାର୍ଶ୍ୱରେ ଓଲଟି ପଡିଛି। ଖବର ପାଇ ବାଲିଗୁଡା SDPO ମାନସ ରଞ୍ଜନ ବାରିକ,ନୂଆଗାଁ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ ଡ୍ରାଇଭର କୁ ଉଦ୍ଧାର କରି ଉପଖଣ୍ଡ ଚିକିତ୍ସାଳୟ ବାଲିଗୁଡା କୁ ସ୍ଥାନାନ୍ତରିତ କରିଥିଲେ। ଡ୍ରାଇଭର ଙ୍କ ଅବସ୍ଥା ଭଲଥିବା ବିଶ୍ୱସ୍ତସୂତ୍ରରୁ ଜଣା ଯାଇଛି।


ରିପୋର୍ଟ ସୁକାନ୍ତ କୁମାର ତ୍ରିପାଠି