
ବାଲିଗୁଡ଼ା,୧୭/୦୭(ଜିଲ୍ଲା ଖବର) : କନ୍ଧମାଳ ଜିଲ୍ଲା ବାଲିଗୁଡା NAC ଅନ୍ତର୍ଗତ ବନ୍ଧସାହି ରେ ରୁହନ୍ତି କୁମୁଦିନୀ ପାତ୍ର ସେ ବାଲିଗୁଡା ଶିକ୍ଷକତା ଭାବରେ କାର୍ଯ୍ୟକରନ୍ତି | ତାଙ୍କ ଘର ବଗିଚାରେ ଆଜି ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟିଥିବା ଦେଖିବାକୁ ମିଳିଛି ଏଥିରେ ପରିବାର ସଦସ୍ଯ ମାନେ ଖୁସି ରେ ବିଭୋର ହୋଇଛନ୍ତି। ଆଜି ପ୍ରଥମ ଥର ପାଇଁ ତାଙ୍କର ବଗିଚାରେ ଗୋଟିଏ ବ୍ରହ୍ମକମଳ ଫୁଲ ଫୁଟୁଥିବା ର ଦେଖିବାକୁ ମିଳିଥିଲା | ବ୍ରହ୍ମକମଳ ଫୁଲ ଫୁଟିଥିବା ର ଆଜି ରାତ୍ର ସ୍ଥାନୀୟ ବାସିନ୍ଦା ଜାଣିପାରି ଏହି ଫୁଲକୁ ଦେଖି ବାକୁ ଲୋକେ କୁମୁଦିନୀ ପାତ୍ର ଙ୍କ ଘରକୁ ଯିବାର କିଛି ଲୋକଙ୍କୁ ଦେଖିବାକୁ ମିଳିଥିଲା |
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ



