ରାହୁଳ ଜେନ ନୂଆପଡା ର ନୂଆ ଏସପି

152

ନୂଆପଡ଼ା ୧୫/୦୭(ଜିଲ୍ଲା ଖବର) : ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଆଇ ପି ଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି । ଦେବଗଡ଼ଜିଲ୍ଲା ଏସ ପି ରାହୁଲ ଜେନଙ୍କୁ ନୂଆପଡା ଏସପି ବିନୀତ ଅଗ୍ରୱାଲ ଙ୍କୁ କନ୍ଧମାଳ ଜିଲ୍ଲାର ଏସପି ଭାବେ ବଦଳି କରାଯାଇଛି ! ଶ୍ରୀ ଅଗ୍ରୱାଲ ନୂଆପଡା ଜିଲ୍ଲା ରେ ୧୧ମାସ ଧରି କାର୍ଯ୍ୟ କରିଆସୁଥିଲେ !

ରିପୋର୍ଟ ନିରାକାର ମେହେର ।