ମୁନସୀ ପଡା ୟୁଥ୍ କ୍ଳବ୍ ର ବୃକ୍ଷ ରୋପଣ

40

ନୂଆପଡ଼ା,୧୫/୦୭(ଜିଲ୍ଲା ଖବର) : ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ଟିକ୍ରା ପଡା ଗାଁ ରେ (ମୁନସୀ ପଡା ୟୁଥ୍ କ୍ଲବ୍) ଦ୍ୱରା ୧୨୦ଟିବୃକ୍ଷରୋପଣକରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ପୂର୍ବତନ ଶିକ୍ଷକ ଯୁବଳେଶ୍ୱର୍ ନାୟକ ଯୋଗ ଦେଇଥିବାବେଳେ,ତରବୋଡ଼ ଗ୍ରାମପଞ୍ଚାୟତପୂର୍ବତନସମ୍ପାଦକଦମ୍ବୋଧର୍ ନାୟକ, ଶିକ୍ଷକବିଶିକେସନ୍ ବାଗ, ଟିକରାପଡା ଜି ପି ପି ଇ ଓ ଚନ୍ଦ୍ର ଶେଖର ଦଣ୍ଡସେନା, ସଦାନନ୍ଦ ହଂସ, ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିଥିଲେ।କ୍ଲବ୍ ସଭାପତି, ସ୍ଵାଧୀନ ନାୟକସମ୍ପାଦକ, ବାବରୁ ବାହାନ୍ ହଂସସଦସ୍ୟ ସଂଜିତ୍ ନାୟକ,ସିଦ୍ଧାନ୍ତ ନାୟକ ବିକ୍ରମ ରଣା, ମୁନା ଶବର ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ ନିରାକାର ମେହେର ।