Sunday, October 11, 2026
Home ଜିଲ୍ଲା କନ୍ଧମାଳ କୋଟଗଡ ଠାରେ କୋଭିଡ ୧୯ର ସଚେତନତା କାର୍ଯ୍ୟକ୍ରମ

କୋଟଗଡ ଠାରେ କୋଭିଡ ୧୯ର ସଚେତନତା କାର୍ଯ୍ୟକ୍ରମ

56

ଫୁଲବାଣୀ, ୧୩-୦୭-୨୦୨୦{ ଜ଼ିଲ୍ଲା ଖବର }: କନ୍ଧମାଳ ଜିଲାରେ କରୋନାର ପ୍ରାଦୁର୍ଭାବ ରୋକିବା ପାଇଁ ଆଜି କୋଟଗଡ ଠାରେ କୋଭିଟି ୧୯ର ସଚେତନତା କରି ଆଜି ରୋଡ଼ରେ ଆଶା ଦିଦି ଅଙ୍ଗନବାଡ଼ି ଦିଦି ଓ ଏ.ନ.ମ ଦିଦି ଓ ଏ.ସ.ଜି ମାମାନେ ସଚେତନାର ବାର୍ତା ବାଣ୍ଟି ଥିଲେ l ଲୋକମାନଙ୍କୁ ଖାଇବା ଆଗରୁ ସାବୁନରେ ହାତ ଧୋଇବା ମଶାରୀ ଟାଣି ଶୋଇବା ଓ ଥଣ୍ଡା କାଶ ଓ ଜ୍ୱର ହେଲ ଆଶା କର୍ମୀଙ୍କୁ ଏନମ ଦିଦିଙ୍କୁ କହି ମେଡିକାଲ ଯିବାପାଇଁ କହି ରକ୍ତ ନମୁନା ଯାଞ୍ଚ କରିବାକୁ କହିଥିଲେ ଓ ଘରୁ ବାହାରକୁ ଗଲେ ମାସ୍କ ପିନ୍ଧିବାକୁ ବାର୍ତ୍ତା ଦେଇ ପ୍ରଚାର କରିଥିଲେ l
ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ