Tuesday, October 20, 2026
Home ଆଞ୍ଚଳିକ ବାଲିଗୁଡାରେ ପରିତ୍ୟକ୍ତ କୂଅରୁ ବଳଦ ଉଦ୍ଧାର।

ବାଲିଗୁଡାରେ ପରିତ୍ୟକ୍ତ କୂଅରୁ ବଳଦ ଉଦ୍ଧାର।

161

ବାଲିଗୁଡା,୧୨-୦୭(ଜିଲ୍ଲା ଖବର}:କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ସକାଳୁ ସକାଳୁ ଦେଖିବା କୁ ମିଳିଛି ଏକ ପରିତ୍ୟକ୍ତ କୂଅ ଭିତରେ ବଳଦ ପଡି ଥିବାର ଦୃଶ୍ୟ। ପ୍ରକାଶ ଥାଉକି ଅନ୍ତର୍ଯ୍ୟାମୀ ବେହେରାଙ୍କର ବାଡ଼ି ପଟ ଖୋଲା ଥିବାରୁ ଗୋଟିଏ ବଳଦ କୂଅ ଭିତରେ ଖସି ପଡିଥିଲା।ଅନ୍ତର୍ଯ୍ୟାମୀ ବେହେରା ଜାଣିପାରି ଅଗ୍ନିଶମ ବିଭାଗ କୁ ଜଣାଇ ଅଗ୍ନିଶମ କର୍ମଚାରୀ ମାନଙ୍କ ସହାୟତାରେ ଅଳ୍ପ ପାଣିରେ କୂଅ ଭିତରୁ ବଳଦ ଟିକୁ ଜୀବିତ ଅବସ୍ଥାରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ।

ରିପୋର୍ଟ: ସୁକାନ୍ତ କୁମାର ତ୍ରିପାଠୀ