
ଆସିକା,୧୨/୦୭(ଜିଲ୍ଲା ଖବର)ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ସିଙ୍ଗିପୁର ପି ୟୁ ପି ଏସର ପ୍ରଧାନଶିକ୍ଷକ ଗୌର ବେହେରାଙ୍କୁ କିଛିଦିନ ଧରି ଜ୍ଵର ଓ କାଶ ଲାଗିରହିଥିଲା ଫଳରେ ଏହା କରୋନା ସଂକ୍ରମଣ ଜନିତ ମୃତ୍ୟୁ ହୋଇଥାଇପାରେ ବୋଲି ଅନେକ ସନ୍ଦେହ ପ୍ରକାଶ କରିଛନ୍ତି।ଜଣେ ଛାତ୍ରବତ୍ସଳ ଶିକ୍ଷକ ଭାବରେ ସେ ବେଶ ପରିଚିତ। ପ୍ରକାଶଯୋଗ୍ୟ କି ସେ କ୍ୱାରେଣ୍ଟାଇନ ସେଣ୍ଟରରେ ଇନଚାର୍ଜ ଦାୟିତ୍ବରେ ଥିଲେ। ଆସିକା ପ୍ରାଇମେରୀ ଶିକ୍ଷକ ସଂଘର ଯୁଗ୍ମ ସମ୍ପାଦକ ଥିଲେ ସ୍ବର୍ଗତ ବେହେରା।
ରିପୋର୍ଟ ରତ୍ନାକର ଶୀୟ


